କୃଷକଙ୍କ ଧାରଣା

0

ଖୁଣ୍ଟା : ବିଭିନ୍ନ ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ଶାଖା ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦାବିଗୁଡ଼ିକ ମଧ୍ୟରେ ଧାନର ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି, କୃଷକମାନଙ୍କୁ ମାସକୁ ୫୦୦୦ଟଙ୍କା ପେନସନ୍‌, ସମ୍ମାନର ସହ ବଞ୍ଚିବାର ଅଧିକାର ଆଦି ସାମିଲ୍‌ ଅଛି। ସଙ୍ଗଠନର ବ୍ଲକ ସଂଯୋଜକ କମଳାକାନ୍ତ ମହାକୁଡ଼ଙ୍କ ଆହ୍ୱାନରେ ଗୋପବନ୍ଧୁ ନଗର ବ୍ଲକ ମୁଖ୍ୟାଳୟ ସ୍ଥିତ ସାନଖୁଣ୍ଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କୃଷକମାନେ ଘଣ୍ଟିକିଆ ଧାରଣା ଦେଇଥିଲେ।

Leave A Reply