ଓଡ଼ିଶା-ଆନ୍ଧ୍ର ଡିଜିପିଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ବର: ମାଓ ମୁକାବିଲା ନେଇ ଓଡ଼ିଶା ଓ ଆନ୍ଧ୍ର ଡିଜିପିଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଭୟ ଡିଜିପିଙ୍କ ଆଲୋଚନାରେ ସୀମାନ୍ତ ଅଞ୍ଚଳରେ ମାଓ ମୁକାବିଲା ପାଇଁ ସମନ୍ବୟ ଉପରେ ଗୁରୁତ୍ବ ଦିଆଯାଇଛି। ପାରସ୍ପରିକ ବୁଝାମଣା ରଖି ଯୋଜନା ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଉଭୟ ରାଜ୍ୟର ବରିଷ୍ଠ ପୁଲିସ, ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ ଅଧିକାରୀ ଏଥିରେ ସାମିଲ ହୋଇଥିଲେ।

Comments are closed.