କୋରାପୁଟରେ ପୁଲିସ ମହାନିର୍ଦ୍ଦେଶକଙ୍କ ମାଓ ମୁକାବିଲା ରଣନୀତି ସମୀକ୍ଷା

0

କୋରାପୁଟ : କୋରାପୁଟରେ ପୁଲିସ ମହାନିର୍ଦ୍ଦେଶକଙ୍କ ମାଓ ମୁକାବିଲା ରଣନୀତି ସମୀକ୍ଷା ବୈଠକ ଗୁରୁବାର ଏସପି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ୬ଟି ଜିଲାର ଏସପି, ବିଏସଏଫ୍‍, କୋବ୍ରା ଓ ଡଗ୍‍ ସ୍କ୍ୱାଡ଼୍‍ କମାଣ୍ଡାଣ୍ଟ୍‍ ଉପସ୍ଥିତ ଥିଲେ। ବୈଠକରେ ମାଓ ମୁକାବିଲାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି।

Leave A Reply