କ୍ବାରେଣ୍ଟାଇନ ନିୟମ ଭଙ୍ଗକାରୀଙ୍କୁ ଡ଼ିଜିଙ୍କ କଠୋର ବାର୍ତା: ଆମ ଆତିଥେୟତାକୁ ଦୁର୍ବଳତା ବୋଲି ଭାବନ୍ତୁ ନାହିଁ

ଭୁବନେଶ୍ବର: ଆମ ଆତିଥେୟତାକୁ ଦୁର୍ବଳତା ବୋଲି ଭାବନ୍ତୁ ନାହିଁ । କ୍ୱାରେଣ୍ଟାଇନରେ ଥିବା ପ୍ରବାସୀ ନିୟମ ଉଲ୍ଲଂଘନ କଲେ ସହ୍ୟ କରାଯିବନାହିଁ । ସହୃଦୟତାର ସହ ସେମାନଙ୍କୁ ଆମେ ଦେଉଥିବା ସୁବିଧା, ସୁଯୋଗକୁ ଅପବ୍ୟବହାର କରନ୍ତୁନି । ଯଦି, କେହି ବିଶୃଙ୍ଖଳିତ ଆଚରଣ କରେ ତାକୁ କଠୋର ଭାବ ଦମନ କରାଯିବ । କ୍ବାରେଣ୍ଟାଇନ ସେଣ୍ଟରରେ କିଛି ଅମାନିଆ ଓ ଅବୋଲକରା ପ୍ରବାସ ଫେରନ୍ତାଙ୍କୁ ଏପରି ଚେତାବନୀ ଦେଇଛନ୍ତି ପୁଲିସ ମହାନିର୍ଦେଶକ ଅଭୟ ।

 

DGP, Odisha

@DGPOdisha

Any conduct endangering safely of others in context of Covid19 will be strongly dealt with as per law.
Our Hospitality of returnees does not mean leniency towards negligent http://conduct.My  appeal to all retunees to follow the laid down norms while in quarantine . https://twitter.com/SpBhadrak/status/1257190364772884481 

BhadrakPolice@SpBhadrak

Tihidi PS case No
172 Dt 4,5.20 u/s 188/269/270IPC/ sec 51 DM Act has been registered against 6 persons for violating social distancing norms in quranitine centre at Bhatapara and uploading the video on Tik Tok.

Comments are closed.