ଅଟୋରିକ୍ସାରେ ପରିବାର ସହ ବୁଲିଲେ ଏହି ବିଦେଶୀ  କ୍ରକେଟିୟର

0

ବେଙ୍ଗାଲୁର: ବେଙ୍ଗାଲୁରରେ ନିଜ ପରିବାର ସହ  କ୍ରିକେଟଟିୟର ଏବି ଡିଭିଲିୟରସ୍‌  ଅଟୋ ରିକ୍ସାରେ ବୁଲୁଥିବାର ଦେଖିବାକୁ ମଳିଥିଲା । ଦକ୍ଷିଣ ଆଫ୍ରାକର ବ୍ୟାଟସ୍‌ମ୍ୟାନ ଏବି ଡିଭି ଲିୟରସ୍‌ଙ୍କର ଭାରତରେ   ବହୁ ପ୍ରଶଂସକ ରହିଛନ୍ତି । ଏବେ ସେ ରୟାଲ ଚ୍ୟାଲେଜଂରସ୍‌ ବେଙ୍ଗାଲୁର ପାଇଁ ଖେଳୁଛନ୍ତି । ସେ ଅଟୋ ରିକ୍ସାରେ ବୁଲିଥିବା ବେଳେ ପ୍ରଶଂସକମାନେ ତାଙ୍କୁ ପିଛା କରିବା ସହ ରୟାଲ ଚ୍ୟାଲେଜଂରର ସ୍ଲୋଗାନ ଦେଇଥିଲେ ।

ଏ ବି ଡିଭିଲିୟରସ୍‌ ରୟାଲ ଚ୍ୟାଲେଜଂରର ଜଣେ ଆଗ ଧାଡିର ବ୍ୟାଟସ୍‌ମ୍ୟାନ । ସେ ଜଣେ ଉତ୍ତମ ବ୍ୟାଟସ୍‌ମ୍ୟାନ । ଚଳିତ ଆଇପିଏଲ୍‌ ଶୃଙ୍ଖଳାର ସେ ଦ୍ୱିତୀୟ ସର୍ବାଧିକ ରନ୍‌ କରିଥିବା ବ୍ୟାଟସ୍‌ମ୍ୟାନ । ସେ ୬ଟି ମ୍ୟାଚରେ ୨୬୦ ରନ୍‌ କରିଛନ୍ତି ।

Leave A Reply