ଡେଙ୍ଗୁରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

0

କଟକ: ଏସସିବି ମେଡିକାଲରେ ଜଣେ ଡେଙ୍ଗୁ ରୋଗୀଙ୍କୁ ମୃତ୍ୟୁ ହୋଇଯାଇଛି। ମୃତ ରୋଗୀ ଜଣେ ବିଚାରାଧୀନ କଏଦୀ ବୋଲି ଜଣା ପଡିଛି। ତାଙ୍କ ନାମ ରବିନ୍ଦ୍ର ନାୟକ। ସେ ରାୟଗଡା ଜେଲରେ ବିଚାରଧୀନ କଏଦୀ ଥିଲେ। ବ୍ରହ୍ମପୁରରେ ଡେଙ୍ଗୁ ରୋଗ ଚିହ୍ନଟ ହେବା ପରେ ସେ ଶନିବାର ଦିନ ଏସସିବିରେ ଭର୍ତ୍ତି ହୋଇଥିଲେ। ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ରବିନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଛି।

Leave A Reply