ଲଡୁଗାଁ : ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୧୦୨ରେ ପହଞ୍ଚିଲା

0

କୋକସରା : କଳାହାଣ୍ଡି ଜିଲା କୋକସରା ବ୍ଲକ ଅର୍ନ୍ତଗତ ଲଡୁଗାଁରେ ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଏହି ରୋଗୀ ସଂଖ୍ୟା ୯୯ ଥିଲାବେଳେ, ଶନିବାର ଏହି ସଂଖ୍ୟା ୧୦୨କୁ ଛୁଇଁଛି। ଏକ କେନ୍ଦ୍ରୀୟ ଦଳ ଲଡୁଗାଁ ଆସି ସମୀକ୍ଷା କରିଛନ୍ତି। ସ୍ଥାନୀୟ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ନିୟମିତ ଲଡୁଗାଁ ଆସି ପରିସ୍ଥିତିର ସମୀକ୍ଷା କରିଛନ୍ତି।

Comments
Loading...