ଡେଙ୍ଗୁ ରୋଗରେ ୩ ମୃତ

0

କଟକ: ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ରାଜ୍ୟରେ ଏଯାବତ୍ ୧୧୮୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲାର କେତେକ ଗାଁରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ସେଠାରେ ୫ଟି ଡାକ୍ତରୀ କ୍ୟାମ୍ପ କରାଯାଇ ମାଗଣା ଚିକିତ୍ସା କରାଯାଉଛି। ସେହିପରି ଡେଙ୍ଗୁ ପାଇଁ ପ୍ରତି ଜିଲାର ମୁଖ୍ୟ ଚିକତ୍ସାଳୟକୁ ଆଲର୍ଟ କରାଯାଇଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

Leave A Reply