କଳାହାଣ୍ଡିରେ ଡେଙ୍ଗୁ ଆତଙ୍କ ; ରୋଗୀ ସଂଖ୍ୟା ୨୪କୁ ବୃଦ୍ଧି

0

କଳାହାଣ୍ଡି: କଳାହାଣ୍ଡି ଜିଲାରେ ଡେଙ୍ଗୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ରବିବାର କୋକସରା ବ୍ଲକ୍‌ ରେ ପୁଣି ୧୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ କରଯାଇଛି। ଏମାନଙ୍କୁ ମିଶାଇ କଳାହାଣ୍ଡି ଜିଲାରେ ଡେଙ୍ଗୁରୋଗୀ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଶନିବାର ଲଡ଼ୁଗାଁରୁ ୯୪ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୮ଟି ପଜିଟିଭ ବାହାରିଛି। ଡେଙ୍ଗୁ ମୁକାବିଲା ପାଇଁ ଗ୍ରାମବାସୀଙ୍କୁ ସଚେତନ କରିବା ସହ ଡାକ୍ତରୀ ଦଳ ଗାଁ ଗାଁ ବୁଲି ଚିକିତ୍ସା କରୁଛନ୍ତି ।

Leave A Reply