ଏସସିବିରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

0

କଟକ: ଏସସିବି ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣଙ୍କ ହେଉଛନ୍ତି ନରସିଂହପୁର ନୂଆପାଟଣାର ବିରଞ୍ଚି ମାହାନା। ସେ ସେପ୍ଟେମ୍ବର ୨୭ତାରିଖରୁ ଏସସିବିର ଡେଙ୍ଗୁ ୱାର୍ଡ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ବୁଧବାର ଅପରାହ୍ନ ୧.୦୫ମିନିଟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ଏସସିବିରେ ଡେଙ୍ଗୁ ରୋଗରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ବୋଲି ଜଣା ପଡିଛି।

Leave A Reply