ଆଉ ଚାରି ଗାଁକୁ ବ୍ୟାପିଲା ଡେଙ୍ଗୁ

0

କୋକସରା: କୋକସରା ବ୍ଲକ ଲଡୁଗାଁରେ ଡେଙ୍ଗୁ ରୋଗ ଦିନକୁ ଦିନ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଡେଙ୍ଗୁ ରୋଗ ଲଡୁଗାଁ ସୀମା ଡେଇଁ ସୁନାମାଳ, ଚିକିଲି, ତୁନଗାଁ, କୋକସରା, ଗତାବନ୍ଧକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଏହି ରୋଗରେ କେହି ମୃତ୍ୟୁବରଣ କରିନଥିଲେ ମଧ୍ୟ ବାଗବୁଢୀ ମାତିଲା ଭଳି ଗାଁକୁ ଗାଁ ବ୍ୟାପୁଛି। ଏହା ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି ।

Leave A Reply