ପୂର୍ବତନ ବିଧାୟକ ଗିରଫ

0

ବ୍ରହ୍ମପୁର : ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ। ଦେବେନ୍ଦ୍ରଙ୍କୁ ଆନ୍ଧ୍ର ଇଚ୍ଛାପୁରମ୍‍ରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ବିଧାୟକ କହଁର ଯୁବତୀଙ୍କ ପ୍ରତି ଖରାପ ବ୍ୟବହାର କରିଥିବା ସେେପ୍ଟେମ୍ବର ୫ ତାରିଖରେ ଅଭିଯୋଗ ହୋଇଥିଲା। ଏହାସହ ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

Leave A Reply