ଗୋପବନ୍ଧୁ ସ୍ମାରକ ତର୍କ ପତିଯୋଗିତାର ବିଷୟ

କଟକ : ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଆଜି ସକାଳ ୯ଟାରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ ତର୍କ ପତିଯୋଗିତାର ବିଷୟ ।

କନିଷ୍ଠ ବିଭାଗ ପାଇଁ ବିଷୟ : ଭାରତର ବର୍ଦ୍ଧିତ ଜନସଂଖ୍ୟା ଦେଶ ବିକାଶରେ ସହାୟକ କି ?
ବରିଷ୍ଠ ବିଭାଗ ପାଇଁ ବିଷୟ : ସାଂପ୍ରତିକ ଭାରତରେ ସ୍ଥାନ ସଂରକ୍ଷଣ ଯଥାର୍ଥ କି ?

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତରୁଣ ପିଢ଼ିର ଚିନ୍ତା ଓ ଚେତନାର ଅନନ୍ୟ ପରିପ୍ରକାଶ ପାଇଁ ‘ସମାଜ’ର ଅଭିନବ ପ୍ରୟାସ।

Comments are closed.