ଆଖି ବୁଜିଲେ ‘ସମାଜ’ ହିଞ୍ଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ: ଗଣମାଧ୍ୟମ ମହଲ ସ୍ତବ୍ଧ, ସବୁଠି ଶୋକର ଛାୟା

ବ୍ରହ୍ମପୁର: ଯୁବ ସ୍ବେଚ୍ଛାସେବୀ, ସମସ୍ତଙ୍କ ଆଦରର ଯୁବକ ତଥା ‘ସମାଜ’ ହିଞ୍ଜିଳିକାଟୁ ବ୍ଲକ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଓରଫ ମୁନୁଙ୍କ ଅକାଳ ବିୟୋଗ ଘଟିଛି। ସେ କିଛିଦିନ ଧରି କିମସ୍ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ସରକାରୀ ଭାବେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇନଥିଲେ ମଧ୍ୟ ସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ କୋଭିଡଜନିତ ମୃତ୍ୟୁ ତାଲିକାରେ ତାଙ୍କ ନାମ … Continue reading ଆଖି ବୁଜିଲେ ‘ସମାଜ’ ହିଞ୍ଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ: ଗଣମାଧ୍ୟମ ମହଲ ସ୍ତବ୍ଧ, ସବୁଠି ଶୋକର ଛାୟା