ହାତୀର ମୃତଦେହ ଉଦ୍ଧାର ; କାରଣ ଅସ୍ପଷ୍ଟ

କଳାହାଣ୍ଡି : କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଡୁଙ୍ଗୁରି ଜଙ୍ଗଲରୁ ବନ ବିଭାଗ ଏକ ହାତୀର ମୃତଦେହ ଉଦ୍ଧାର କରିଛି। ହାତୀଟିର ମୃତ୍ୟୁ ତିନିରୁ ଚାରି ଦିନ ପୂର୍ବରୁ ହୋଇଥିବା​‌ ଜଣାପଡିଛି। ତେବେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ହାତୀର ଶବ ବ୍ୟବଚ୍ଛେଦ ପରେ କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

 

Comments are closed.