ବିଦ୍ୟୁତ ଆଘାତରେ ଜେଜେମା ଓ ନାତି ମୃତ

ଭଞ୍ଜନଗର : ଗଞ୍ଜାମ ଜିଲା ବେଲଗୁଣ୍ଡା ଫାଣ୍ଡି ଅନ୍ତର୍ଗତ କୋକଲଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ବିଦ୍ୟୁତ ଆଘାତରେ ଜେଜେମା ଓ ନାତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୭୨ବର୍ଷୀୟ ଜେଜେମାଙ୍କୁ ବଞ୍ଚାଇବାକୁ ଯାଇ ୨୦ବର୍ଷୀୟ ନାତିର ମୃତ୍ୟୁ ହୋଇଛି। ସର୍ଟସର୍କିଟରୁ ଏଭଳି ହୋଇଥିବା ସୂଚନା ମିଳିଛି।

Comments are closed.