ବିଦ୍ୟୁତ ଆଘାତରେ ଦମ୍ପତ୍ତି ମୃତ

ଫୁଲବାଣୀ : ଆମ୍ବ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି। ଦମ୍ପତ୍ତି ଫିରିଙ୍ଗିଆ ବନ୍ଧଗଡ ଗ୍ରାମର ରାସ୍ତା ପାର୍ଶ୍ବରୁ ଆମ୍ବ ତୋଳୁଥିଲେ। ସେହି ସମୟରେ ସେମାନେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯିବାରୁ ମୃତ୍ୟୁ ହୋଇଛି।

Comments are closed.