ହାତୀ ଆକ୍ରମଣରେ ମହିଳା ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜର ଏକ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ତେରେଲୋ ଗ୍ରାମର ବୋଲି ଜଣାପଡିଛି। ମହିଳା ଜଣକ ଗୁରୁବାର ସକାଳ ୬ଟା ସମୟରେ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ସେହି ସମୟରେ ଏକ ହାତୀ ତାଙ୍କୁ ତଳେ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

 

Comments are closed.