ପାଣିରେ ବୁଡି ତୃତୀୟ ଶ୍ରେଣୀ ଛାତ୍ର ମୃତ

0

ବାଲେଶ୍ବର: ପାଣିରେ ବୁଡି ଜଣେ ତୃତୀୟ ଶ୍ରେଣୀ ଛାତ୍ର ମୃତଙ୍କ ମୃତ୍ୟୁ ଘଟିଛି । ସୋର ଥାନା ଅନ୍ତର୍ଗତ କଣ୍ଡିଗାଡିଆ ଗାଁର ସାଧୁ ଚରଣ ଜେନାଙ୍କ ପୁଅ ପବିତ୍ରଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ସକାଳ ସାଢେ ୯ଟା ବେଳେ ସେ ନଦୀରେ ଗାଧୋଉ ଥିବା ବୁଡି ଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply