ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲା ଖଣ୍ତାପଡା ଥାନା ଅନ୍ତର୍ଗତ ବୋଇତା ଗ୍ରାମରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପଡ଼ିଥିବା ଖବର ପାଇ ପୁଲିସ ସେଠାକୁ ଆସି ମୃତଦେହକୁ ଜବତ କରିଥିବା ଜଣାପଡ଼ିଛି। ମୃତକଜଣକ ଗ୍ରାମର ମଙ୍ଗଳା ସିଂଙ୍କ ପୁଅ ସୁରିଆ ସିଂ ବୋଲି ଜଣାପଡିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Comments are closed.