ରେଳ ଧାରଣାରୁ ଦୁଇଟି ମୃତଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୁଲି ଝାମି ମନ୍ଦିର ନିକଟ ରେଳ ଧାରଣାରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଜଣେ ପୁରୁଷ ଓ ଜଣେ ମହିଳାଙ୍କର ଅଟେ। ତେବେ ସେମାନଙ୍କର ପରିଚୟ ଜଣା ପଡିନାହିଁ। ତେବେ ଟ୍ରେନରେ କଟି ସେମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଜିଆରପି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.