କୂଅରୁ ବାଳକର ମୃତଦେହ ଉଦ୍ଧାର

0

ରାଇରଙ୍ଗପୁର : କୂଅରୁ ଜଣେ ୩ବର୍ଷ ବାଳକର ମୃତଦେହ ଉଦ୍ଧାର ହୋଇଛି। ଗୋରୁମହିଷାଣୀ ଥାନା ସରଗଡା ଗ୍ରାମର କୂଅରୁ ତାଙ୍କର ମୃତଦେହ ମିଳିଛି। ବାଳକଟି ଦୁଇ ଦିନ ତଳେ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଗୁରୁବାର ଦିନ ବାଳକର ମୃତଦେହ କୂଅରୁ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply