ମୃତଦେହ ଠାବ , ଅଟକିଲା ଟ୍ରେନ

0

ପିପିଲି : କଣାସ ରୋଡ଼ ଷ୍ଟେସନରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣକ ଜଗଦଳପୁର ଗାଁର। ସୂଚନା ଅନୁଯାୟୀ,ମୃତଦେହ ମିଳିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। କଣାସ ପୁରୀ – କଟକ ପାସେଞ୍ଜରକୁ ଉତ୍ତେକ୍ତ ଲୋକେ ଅଟକାଇଛନ୍ତି।

Leave A Reply