ଭୁଆସୁଣୀଗଡାରୁ ୨ଜଣଙ୍କ ମୃତଦେହ ଉଦ୍ଧାର

0

କଟକ: ବିଡାନାସୀ ଭୁଆସୁଣୀଗଡାରୁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦୁଇ ଜଣ ହେଲେ ଦେବାଶିଷ ବେହେରା (୮), ମାନସ ନାୟକ (୧୨)। ଉଭୟ ମୃତକ ବିଡାନାସୀ କୃଷକ ବଜାରର ବୋଲି ଜଣା ପଡିଛି। ମୃତକ ଦୁଇଜଣ ମଙ୍ଗଳବାର ଠାରୁ ନିଖୋଜ ହୋଇଯାଇଥିଲେ। ଗୁରୁବାର ସକାଳେ ସେମାନଙ୍କ ମୃତଦେହ ଭୁଆସୁଣୀଗଡା ନିକଟରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply