ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାଙ୍କୀ : ଜାତମୁଣ୍ଡିଆ ନିକଟ ମହାନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ବୃଦ୍ଧ ଜଣକ ଗତ ୩ ଦିନ ଧରି ନିଖୋଜ ଥିଲେ। ମୃତକ ଜଣକ ନିକଟ କରବର ଗ୍ରାମର ବୋଲି ଜଣାପଡିଛି।

Comments are closed.