୩୦ ଫୁଟ୍‌ର ମୃତ ତିମି ଠାବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବଟେଶ୍ବର ମନ୍ଦିର ନିକଟ ବେଳାଭୂମିରେ ଏକ ମୃତ ତିମି ଠାବ ହୋଇଛି। ମୃତ ତିମିର ଲମ୍ବ ପ୍ରାୟ ୩୦ ଫୁଟ୍‌ । ମୃତ ତିମିକୁ ଦେଖିବାକୁ ସ୍ଥାନୀୟଲୋକଙ୍କ ଭିଡ ଜମିଥିବା ବେଳେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ତିମିର ମୃତ୍ୟୁର କାରଣ ଜଣାପଡିନାହିଁ। ବନବିଭାଗ କର୍ମଚାରୀ ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.