ବିଦ୍ୟୁତ ଆଘାତରେ ଜଣେ ମୃତ

0

ବଣାଇ : ସୁନ୍ଦରଗଡ଼ର ବଣାଇ ଥାନା ଅନ୍ତର୍ଗତ ଉପୁରଦା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବିପିଏଲ ଲାଇନ ମରାମତି କରୁଥିବା ସମୟରେ ଜାକେଇକଳା ଗ୍ରାମର ବିଦ୍ୟୁତ ଆଘାତରେ ଚକ୍ରଧର ସେଠୀ (୪୫)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply