ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

0

ଅନୁଗୁଳ: ଛେଣ୍ତିପଦା ଥାନା କୋଶଳା ଗାଁରେ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ହେଲା କଇଁତା ସାହା । ବୃଦ୍ଧା କଇଁତା ସାହ ଘର ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ବଶତଃ ବୃଦ୍ଧା ଙ୍କର ଗୋଡ ଖସି ଯାଇଥିଲା। ଫଳରେ ପୋଖାରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା ।

Leave A Reply