ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକ ମୃତ

0

ବାଲେଶ୍ୱର : ତେଲେଙ୍ଗାନା କରିମ ନଗରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ନୀଳଗିରି ଅଞ୍ଚଳର । ଏକ ଗ୍ରାନାଇଟ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହ ରବିବାର ତାଙ୍କ ଘରେ ପହଞ୍ଚିଛି ବୋଲି ସୂଚନା ମିଳିଛି।

Leave A Reply