ହାତୀଙ୍କ ଉପଦ୍ରବ, ଜଣେ ମୃତ

0

ନିରାକାରପୁର : ଖୋର୍ଦ୍ଧା ବନଖଣ୍ଡର ଟାଙ୍ଗୀ ରେଞ୍ଜର ଗୟାବନ୍ଧରୁ ୨୪ ଟି ହାତୀ ୧୬ ନମ୍ବର ଜାତୀୟ ରାଜପଥ ଗୋଳବାଇ – ତାପଙ୍ଗ ମଝିର ରେଳ ପଥ ଅତିକ୍ରମ କରିଛନ୍ତି। ଏହା ପରେ କଣାସ ବ୍ଲକ ଦୟା ନଦୀ ନିକଟରେ ହାତୀପଲ ପହଞ୍ଚିଥିଲେ। ଜଣେ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ , ଖୋର୍ଦ୍ଧା ଡ଼ିଏଫଓଙ୍କ ନେତୃତ୍ୱରେ ୫୦ଜଣ ବନ କର୍ମଚାରୀ ମୃତୟନ ହୋଇଛନ୍ତି। କଣାସ ଓ ଗଡ଼ିଶାଗୋଦା ପୁଲିସ ଆଇନ ଶୃଙ୍ଖଳା ରକ୍ଷା କରୁଛନ୍ତି।

Leave A Reply