ନିର୍ମାଣଧୀନ ବ୍ରିଜରୁ ଖସି ବୃଦ୍ଧଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ପିପିଲି : ପୁରୀ ଜିଲା ପିପିଲି ଅନ୍ତର୍ଗତ ପତନପୁର ଲୁଣା ନଦୀ ନିର୍ମାଣଧୀନ ବ୍ରିଜରୁ ଖସି ଜଣେ ବୃଦ୍ଧଙ୍କ ଗୁରୁବାର ମୃତ୍ୟୁ ହୋଇଛି। ଉକ୍ତ ଘଟଣା ପରେ ବିଜ କାମ ସମ୍ପୂର୍ଣ୍ଣ କରିବା ଦାବିରେ ହାଟ ଡ଼େଲାଙ୍ଗରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ରାସ୍ତାରୋକ ଫଳରେ ପଟ୍ଟନାୟିକିଆ – ଖୋର୍ଦ୍ଧା ମଧ୍ୟରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।

Comments are closed.