ହିଣ୍ଡାଲକୋ କାରଖାନାରେ ଦୁର୍ଘଟଣା, ଜଣେ ମୃତ

ସମ୍ବଲପୁର : ସମ୍ବଲପୁରର ହୀରାକୁଦ ସ୍ଥିତ ହିଣ୍ଡାଲକୋ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକର ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି। ଷ୍ଟକୟାର୍ଡ଼ ବିଭାଗରେ ଏହି ଦୁର୍ଘଟଣା ଘଟିଛି। ମାତ୍ର ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରିନାହିଁ। ହୀରାକୁଦ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.