କଟକ ଡିସିପି ପ୍ରତୀକ ସିଂହଙ୍କୁ ସମ୍ବର୍ଦ୍ଧନା

କଟକ: ବକ୍ସିବଜାର ବଣିଆା ସାହି ପୂଜା କମିଟି ତରଫରୁ ନୂତନ କଟକ ଡିସିପି ପ୍ରତୀକ୍ ସିଂହଙ୍କୁ ତାଙ୍କ କାର୍ୟ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂଜା କମିଟିର ସଭାପତି ଶିବେନ୍ଦ୍ର ହାତୀ ଏବଂ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ସାହୁଙ୍କର ନେତୃତ୍ବରେ ଉକ୍ତ ସମ୍ବର୍ଦ୍ଧନା କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା। ସହ-ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ରାକେଶ କୁମାର ମହାରଣା ଏବଂ ସଭ୍ୟ ରାଜେଶ ମହାରଣା ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.