ଦୟାଲୁ ଆମ୍ମାଲ ଡାକ୍ତରଖାନାରେ ଭର୍ତ୍ତି

0

ଚେନ୍ନଇ : ଦିବଂଗତ ଡିଏମକେ ମୁଖ୍ୟ ଏମ୍‍ କରୁଣାନିଧିଙ୍କ ପତ୍ନୀ ଦୟାଲୁ ଆମ୍ମାଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ରାତିରେ ଆମ୍ମାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ରିପୋର୍ଟ ମିଳିପାରି ନାହିଁ। କରୁଣାନିଧିଙ୍କ ଦ୍ୱିତୀୟ ପତ୍ନୀ ଦୟାଲୁ ହେଉଛନ୍ତି ବର୍ତ୍ତମାନର ଡିଏମ୍‍କେ ମୁଖ୍ୟ ଏମ୍‍କେ ଷ୍ଟାଲିନ ଓ ଏମ୍‍କେ ଆଲାଗିରଙ୍କ ମା’। ମଙ୍ଗଳବାର ଷ୍ଟାଲିନ ଡିଏମ୍‍କେ ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।

Leave A Reply