ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

0

ଖୋର୍ଦ୍ଧା: ଯୌତୁକ ପାଇଁ ପୁଣି ଜଣେ ବୋହୂକୁ ଜୀବନ ଦେବାକୁ ପଡିଛି। ଏହି ଘଟଣାଟି ବେଗୁନିଆ ଥାନା ଅନ୍ତର୍ଗତ କୋତୋଳାଙ୍ଗ ଅଞ୍ଚଳରେ ଘଟିଛି। ମୃତକଙ୍କ ନାମ ହେଲା ବିନତୀ । ଗତକାଲି ରାତିରେ ବିନତୀଙ୍କ ତଣ୍ଟିଚିପି ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ହତ୍ୟାକରୀ ସ୍ବାମୀଙ୍କୁ କାବୁ କରି ପୁଲିସ ହସ୍ତାନ୍ତର କରିଛନ୍ତି। ଏହି ଘଟଣାରେ ପୁଲିସ ଦତନ୍ତ ଆରମ୍ଭ କରିଛି।

Leave A Reply