Daily Archives

January 27, 2020

ବାର୍ଡ ଫ୍ଲୁ କଣ? ଏହାର କାରଣ ଓ ନିରାକରଣ

ପୋଟାର୍ଲ ଡେସ୍କ: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି। ବିଶେଷ କରି ଓଡିଶାରେ ଶୀତ ଦିନରେ ବିଭିନ୍ନ ଦେଶରୁ ଖାଦ୍ୟ ଏବଂ ବାସଗୃହ ପାଇଁ ଉଡି ଆସୁଥିବା ବିଦେଶି…
Read More...

କତାର୍‍ ଉର୍ଜା ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ

ନୂଆଦିଲ୍ଲୀ :  ନୂଆଦିଲ୍ଲୀ ଠାରେ ସୋମବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କତାର୍‍ର ଉର୍ଜା ମନ୍ତ୍ରୀ ଇଆର. ସାଦ୍‍ ଶେରିଦା ଅଲ୍‍-କାବିଙ୍କ ମଧ୍ୟରେ ବୈଠକ…
Read More...

ଯାଜପୁର : କାବୁହେଲା ନରହନ୍ତା ଦନ୍ତା

ଯାଜପୁର : ବହୁ ପରିଶ୍ରମ ପରେ ଶେଷରେ ନରହନ୍ତା ଦନ୍ତାକୁ କାବୁ କରିବାରେ ବନବିଭାଗ ସଫଳ ହୋଇଛି।  ଆକାଶ ମାର୍ଗରୁ ଡ୍ରନ କ୍ୟାମେରା ସାହାଯ୍ୟରେ ହାତୀକୁ ବନ ବିଭାଗ ଖୋଜିଥିଲେ। ଶେଷରେ କଣ୍ଟିପୁର ନିକଟରୁ ଠାବ କରାଯାଇଥିଲା।…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜମିଲା ପ୍ରଚାର : ଆପ୍ ଉପରେ ବର୍ଷିଲେ ଶାହା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ଆମ୍‍ ଆଦମୀ ପାର୍ଟି ଉପରେ ପ୍ରବଳ ବର୍ଷିଛନ୍ତି। ଆପ୍ ଦେଶରେ ବିଭାଜନକାରୀ ଶକ୍ତିଗୁଡ଼ିକୁ ସମର୍ଥନ…
Read More...

ସୁଆଣ୍ଡୋରେ ଆରଆଣ୍ଡବି ମୂଖ୍ୟଯନ୍ତ୍ରୀ : ରାସ୍ତା ନିର୍ମାଣ ପାଇଁ ସ୍ଥିତି ଅନୁଧ୍ୟାନ

ସୁଆଣ୍ଡୋ : ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସ୍ମୃତି ରକ୍ଷା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସୋମବାର ଅପରାହ୍ନରେ ରାଜ୍ୟ ଆରଆଣ୍ଡବି ମୁଖ୍ୟଯନ୍ତ୍ରୀ ଆଦିତ୍ୟ କୁମାର ରାୟ ଅତିରିକ୍ତ…
Read More...

କରୋନା ଭୂତାଣୁ ଆତଙ୍କ : ସଂକ୍ରମଣ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ :  ଚୀନରେ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ସୋମବାର ବିଭିନ୍ନ ସଂସ୍ଥା ଓ ହସ୍ପିଟାଲ୍‍ଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ମଧ୍ୟ ତାଙ୍କ…
Read More...

ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କାର : ୧ମୃତ , ୪ଗୁରୁତର

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ସାନବରବେଡା ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଧକ୍କା ଦେଇଛି ମାରୁତି ସ୍ବୁଇପ୍ଟ ଡିଜାୟାର କାର। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା…
Read More...

ଐତିହାସିକ ବୋଡ଼ୋ ବୁଝାମଣା ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବୋଡ଼ୋ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହାଦ୍ୱାରା ବୋଡ଼ୋ ଲୋକମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ…
Read More...

ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ; ମିଳିଲା କ୍ୟାବିନେଟର ଅନୁମୋଦନ

ହାଇଦରାବାଦ : ଆନ୍ଧ୍ରପ୍ରଦେଶରୁ ବିଧାନ ପରିଷଦ ଉଚ୍ଛେଦ ହେବ। ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‍ ରାଜ୍ୟ ବିଧାନ ପରିଷଦ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ସୋମବାର ଅନୁମୋଦନ କରିଛି । ଏହିଭଳି ଆଉ…
Read More...

ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ,ବିସ୍ଥାପିତ ପରିବାରକୁ୧ ଲକ୍ଷ ଓ ଜମି ଅଧିଗ୍ରହଣ ଦିନଠାରୁ ମାସକୁ ୧୫ ହଜାର…

ଭୁବନେଶ୍ବର : ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ସୋମବାର ସନ୍ଧ୍ୟାରେ ପ୍ୟାକେଜ ଘୋଷଣା କରାଯାଇଛି। ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ସ୍ଥାନାନ୍ତର ହେବାକୁ ଥିବା  ଘର, ମଠ ଓ…
Read More...