Daily Archives

January 24, 2020

ବିଶ୍ୱ ଅର୍ଥନୈତିକ ଫୋରମ ୨୦୨୦ରେ ଟାଟା ଷ୍ଟିଲ କଳିଙ୍ଗନଗର ସମ୍ମାନିତ

କଳିଙ୍ଗନଗର : ଗ୍ଲୋବାଲ ଲାଇଟହାଉସ୍ ନେଟୱର୍କରେ ଗ୍ରହଣୀୟତା ପାଇଁ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ)କୁ ବିଶ୍ୱ ଅର୍ଥନୈତିକ ଫୋରମ (ଡ଼ବ୍ଲ୍ୟୁଇଏଫ) ୨୦୨୦ରେ ସମ୍ମାନିତ କରାଯାଇଛି। ଗ୍ଲୋବାଲ ଲାଇଟହାଉସ୍ ନେଟ୍ୱର୍କ ହେଉଛି…
Read More...

ସାଧାରଣତନ୍ତ୍ର ଦିବସର ଅତିଥି….କିଏ…କେବେ….?

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା। ସେହି ଦିନ ଠାରୁ ଭାରତରେ…
Read More...

ନୂଆଦିଲ୍ଲୀରେ ପହଞ୍ଚିଲେ ବ୍ରାଜିଲ୍‍ ରାଷ୍ଟ୍ରପତି ; ସାଧାରଣତନ୍ତ୍ର ଦିବସ ଉତ୍ସବର ମୁଖ୍ୟ ଅତିଥି

ନୂଆଦିଲ୍ଲୀ : ବ୍ରାଜିଲ୍‍ ରାଷ୍ଟ୍ରପତି ଜୟେର ବୋଲସୋନାରୋ ଭାରତକୁ ଏକ ଚାରିଦିନିଆ ଗସ୍ତରେ ଆସି ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଶ୍ରୀ ବୋଲସୋନାରୋଙ୍କୁ ପାଲମ…
Read More...

ମଧ୍ୟାହ୍ନ ଭୋଜନ ପାଇଁ ମିଳୁନି ଅନୁଦାନ

ଲକ୍ଷ୍ମୀପୁର : କୋରାପୁଟ ଜିଲାରେ ଶିକ୍ଷା ଅଧିକାରୀ ନଥିବା କାରଣୁ ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ମିଳୁନଥିବା ଜଣାପଡ଼ିଛି। ୫ମାସ ହେବ ବାକିରେ ଖାଦ୍ୟ ସାମଗ୍ରୀ ଦେବା ପରେ ଦୋକାନୀ ଆଉ ଦେବାପାଇଁ ମନା…
Read More...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ

-ଏହି ରେଳ ଲାଇନର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଓଡିଶା ପ୍ରତି ଥିବା ତାଙ୍କର ପ୍ରାଥମିକତାକୁ ସୂଚାଇଛନ୍ତି -୧୯୯୫ ମସିହାରୁ ସ୍ଥଗିତ ଥିବା ଏହି ପ୍ରକଳ୍ପ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗତିଶୀଳ ହେଲା -ବହୁ…
Read More...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର : କଟକରେ ପତାକା ଉତ୍ତୋଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୭୧ତମ ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟରେ ଜୋର୍‍ଦାର୍‍ ପ୍ରସ୍ତୁତି ଚାଲିଛି । ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍‍ ପାଇଁ ଶୁକ୍ରବାର ଫୁଲ୍ ଡ୍ରେସ ଅଭ୍ୟାସ ଶେଷ ହୋଇଛି…
Read More...

ନାବାଳିକା ଅପହରଣ ଅଭିଯୋଗ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ଅଞ୍ଚଳରେ ଗୁରୁବାର ଜନୈକା ନାବାଳିକାଙ୍କୁ ଅପହରଣ କରିବା ନେଇ ବଡ଼ସାହି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସୋରେନ(୨୦) ନାମକ ଜଣେ ଯୁବକଙ୍କ ନାମରେ ଏହି ଅଭିଯୋଗ ଆଣିଛନ୍ତି।…
Read More...

ଶିବରାତ୍ରି ମେଳା ପ୍ରସ୍ତୁତି ବୈଠକରେ ତାତିଲେ ସେବାୟତ

ବଡ଼ସାହି : ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲି ନୀତି ପାଇଁ ଶୁକ୍ରବାର ଉତ୍ତର ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ…
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ଠେମରା ପଞ୍ଚାୟତ ଗସ୍ତ 

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଗସ୍ତ କରି ଲୋକମାନଙ୍କ ବିଭିନ୍ନ ସମସ୍ୟାକୁ ବୁଝି ଆଗାମୀ ଦିନରେ ସମାଧାନ କରାଯିବ ବୋଲି…
Read More...

କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ : ୬ ଦିନରେ ଦ୍ବିତୀୟ ପରୀକ୍ଷଣ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ଉପକୂଳରୁ ଶୁକ୍ରବାର ଭାରତ କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଡିଆର୍‍ଡିଓ ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ରର ଏହା ଗୋଟିଏ ସପ୍ତାହରେ ୨ୟ ସଫଳ ପରୀକ୍ଷଣ ।…
Read More...