Daily Archives

January 23, 2020

ସିଏଏ ପାକିସ୍ତାନର ଦଳିତମାନଙ୍କର ହିତ ପାଇଁ ଉଦ୍ଦିଷ୍ଟ : ଜେ.ପି. ନଡ୍ଡା

ଭୁବନେଶ୍ବର : ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡା କହିଛନ୍ତି, ଯେଉଁ ଦଳିତ ନେତାମାନେ ନାଗରିକ ସଂଶୋଧନ ଆଇନ୍‍କୁ ବିରୋଧ କରୁଛନ୍ତି ଏହା ପାକିସ୍ତାନର ଦଳିତମାନଙ୍କର ହିତ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ଜାଣିପାରୁ…
Read More...

ବିପୁଳ ପରିମାଣର ଭାଙ୍ଗ ଓ ଗଞ୍ଜେଇ ଜବତ, ଜଣେ ଗିରଫ

ପିପିଲି : ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ଗୁଡିଆ ପୋଖରୀ ବଜାରରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଭାଙ୍ଗ ଦୋକାନ ଉପରେ ପୁରୀ ସ୍ପେଶାଲ ସ୍କ୍ୱାର୍ଡ ଓ ପିପିଲି ପୁଲିସ ମିଳିତ ଭାବେ ଗୁରୁବାର ଅପରାହ୍ନରେ ଚଢାଉ କରି…
Read More...

ଜୟସିଂହଙ୍କ ଭଳି ମହିଳା ଏଭଳି ହତ୍ୟାକାରୀ ଓ ରାକ୍ଷସଙ୍କୁ ଜନ୍ମ ଦିଅନ୍ତି – କଙ୍ଗନା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଦେଇଥିବା ମନ୍ତବ୍ୟକୁ ଅଭିନେତ୍ରୀ କଙ୍ଗନା ରାଣାବତ ସଠିକ ସମାଲୋଚନା କରିଥିବା ନିର୍ଭୟାଙ୍କ ମା' ଆଶା ଦେବୀ କହିଛନ୍ତି।…
Read More...

ଆରମ୍ଭ ହେଲା ଜୟପୁର ସାହିତ୍ୟ ମହୋତ୍ସବ

ଜୟପୁର : ରାଜସ୍ଥାନର ଜୟପୁରଠାରେ ଗୁରୁବାରଠାରୁ ଜୟପୁର ସାହିତ୍ୟ ମହୋତ୍ସବ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ମହୋତ୍ସବକୁ ଉଦ୍‍ଘାଟନ କରିଛନ୍ତି । ଉଦ୍‍ଘାଟନ ଉତ୍ସବରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ…
Read More...

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ : ୧୮ ଜୁଆଡି ଗିରଫ, ୮ମୋଟରସାଇକେଲ ଜବତ

ଗୋପାଳପୁର : ଗୋଳନ୍ଥରା ପୁଲିସ ପକ୍ଷରୁ ଗୁରୁବାର ଅପରାହ୍ନରେ ଏକ ନାଟକିୟ ଢଙ୍ଗରେ ଦୀର୍ଘ ଦିନ ଧରି ରାଳବରେ ଚାଲୁ ରହିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୮ଜଣ ଜୁଆଡି ସହ ୮ଟି ମୋଟରସାଇକେଲ ଏବଂ ୩୭,୨୦୦ ଟଙ୍କା ଜବତ…
Read More...

ରୋହିଙ୍ଗ୍ୟାମାନଙ୍କ ଗଣହତ୍ୟାକୁ ରୋକିବା ପାଇଁ ମ୍ୟାଁମାରକୁ ଆନ୍ତର୍ଜାତିକ ନ୍ୟାୟାଳୟର ନିର୍ଦ୍ଦେଶ

ହଗ୍ :  ରୋହିଙ୍ଗ୍ୟାମାନଙ୍କର ଗଣହତ୍ୟାକୁ ରୋକିବା ପାଇଁ ଜରୁରିକାଳୀନ ପଦକ୍ଷେପ ଗ୍ରହଣ କରିବାକୁ ଆନ୍ତର୍ଜାତିକ ନ୍ୟାୟାଳୟ ମ୍ୟାଁମାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏ କ୍ଷେତ୍ରରେ ମ୍ୟାଁମାର ସରକାର କ’ଣ ପଦକ୍ଷେପ ଗ୍ରହଣ…
Read More...

ବିପୁଳ ପରିମାଣର କଫ୍ ସିରପ ଜବତ, ୩ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲା ଧନୁପାଲି ଥାନା ମହାବୀରପଡ଼ା ପଡ଼ିଆ ନିକଟରୁ ପୁଲିସ୍ ଗୁରୁବାର ବିପୁଳ ପରିମାଣର କଫ୍ ସିରପ ଜବତ କରିବା ସହ ତିନି ଜଣ ଲୋକଙ୍କୁ ଗିରଫ କରିଛି। ପୁଲିସ ଏକ ସ୍କୁଟିରୁ  ୩୬୦ଟି କଫ୍ ସିରପ ଜବତ…
Read More...

ଜେଏନୟୁ ହଷ୍ଟେଲ ଫି ମାମଲା – ଛାତ୍ରସଂଘ ଆବେଦନ ଶୁଣିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ହଷ୍ଟେଲ ମାନୁଆଲ ସଂଶୋଧନ କରି ଫି ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରୁଥିବା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ଆବେଦନର ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେଵ। ଛାତ୍ରସଂଘ ଫି ବୃଦ୍ଧି…
Read More...

ଦନ୍ତା ହାତୀ ଆକ୍ରମଣରେ ୨ମୃତ, ଜଣେ ଗୁରୁତର

ଯାଜପୁର : ଯାଜପୁର ଜିଲା ଶଙ୍ଖଚିଲ୍ଲା ଗୋଡିପାଟଣା ଗ୍ରାମରେ ଗୁରୁବାର ଏକ ଦନ୍ତା ହାତୀ ଆକ୍ରମଣରେ ୨ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଉଛନ୍ତି ଇଶ୍ବର ଦାଶ(୬୦)…
Read More...

ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ ଗିରଫ

ଜୟପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶେଷରେ ଭିଜିଲାନ୍ସ ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଛି । ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ…
Read More...