Daily Archives

January 22, 2020

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ମିଶନ ଇନ୍ଦ୍ରଧନୁଷ-୨.୦ ସମ୍ପର୍କିତ କର୍ମଶାଳା

ଭୁବନେଶ୍ବର : ରାଜ୍ୟର ୫ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଟୀକାକରଣ ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ଭୁବନେଶ୍ୱରଠାରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ…
Read More...

୩୨୨ କୋଟି ବ୍ୟୟରେ ନିର୍ମିତ ପୂର୍ତ୍ତ ବିଭାଗ କୋଠା ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର

ଗୋପାଳପୁର : ବେଆଇନ ଭାବେ ପୂର୍ତ୍ତବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ ଜମିରେ ନିର୍ମାଣ କରାଯାଇଥିବା ଏକ କୋଠାକୁ ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିବା ଜଣାପଡ଼ିଛି।…
Read More...

୭ ଜଣଙ୍କୁ ହତ୍ୟାକଲେ ପଥଲଗଡ଼ି ସମର୍ଥକ : ଝାଡ଼ଖଣ୍ଡ ପୁଲିସ

ରାଞ୍ଚି : ଝାଡ଼ଖଣ୍ଡର  ବୁରଗୁଲିକେରା ଗ୍ରାମରେ ଅପହରଣ କରି ନିଆଯାଇଥିବା ଜଣେ ଉପମୁଖ୍ୟଙ୍କ ସମେତ ସମସ୍ତ ୭ ଜଣ ଲୋକଙ୍କୁ ପଶ୍ଚିମ ସିଂଘଭୂମ ଜିଲ୍ଲାରେ ପଥଲଗଡ଼ି ସମର୍ଥକମାନେ ହତ୍ୟା କରିଛନ୍ତି ବୋଲି ଝାଡ଼ଖଣ୍ଡ ପୁଲିସ୍‍…
Read More...

ଶୀତ ରାତିର ସାଥୀ : ହାଡଭଙ୍ଗା ଶୀତ, ଅବହେଳିତ ମଣିଷ

ବଲାଙ୍ଗୀର : ହାଡଭଙ୍ଗା ଶୀତ, ଅବହେଳିତ ମଣିଷ। ଶୀତୁଆ ରାତ୍ରିରେ ଘର ଭିତରେ ରହିବା ମୁସ୍କିଲ ହୋଇପଡିଥିବା ବେଳେ ବଲାଙ୍ଗୀରରେ ଏହିଭଳି ଅନେକ ସ୍ଥାନ ରହିଛି ଯେଉଁଠି ଲୋକେ ବିନା ଚାଦରରରେ ରାତ୍ରି ବିତାଇଥାନ୍ତି। ସହର…
Read More...

ଚୋରୀ ଉଦ୍ୟମ ବେଳେ ଧରାପଡିଲା ଚୋର : ଛେଚା ଖାଇଲା, ଗିରଫ ହେଲା

ବଲାଙ୍ଗୀର : ବଲାଙ୍ଗୀର ସହରରେ ଗତ କିଛି ଦିନ ହେଲା ଚୋର, ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ରେଳଷ୍ଟେସନ ରାସ୍ତା ଉପରେ ଥିବା ଏକ ବ୍ୟବସାୟୀଙ୍କ ଠାରୁ ବହୁ ପରିମାଣର ଟଙ୍କା ଓ ଅନ୍ୟ ସାମଗ୍ରୀ…
Read More...

ଇଣ୍ଡିଆନ୍‍ ଅଏଲ ଏବଂ ଘାନାର ଏନ୍‍ପିଏ ମଧ୍ୟରେ ଏମ୍‍ଓୟୁ ସ୍ୱାକ୍ଷରିତ

-ଏଲପିଜି କ୍ଷେତ୍ରକୁ ମଜବୁତ୍‍ କରିବା ଏମଓୟୁର ଉଦ୍ଦେଶ୍ୟ, -ଘାନାର ରାଷ୍ଟ୍ରୀୟ ଏଲପିଜି ପ୍ରମୋସୋନ ପଲିସିର କାର୍ଯ୍ୟନ୍ୱୟନରେ ସହଯୋଗ କରିବ ଭାରତ -ଘାନାର ଡାଉନଷ୍ଟ୍ରିମ ପେଟ୍ରୋଲିୟମ କ୍ଷେତ୍ରରେ ଇଣ୍ଡିଆନ ଅଏଲକୁ…
Read More...

ରାଜ୍ୟସ୍ତରୀୟ ଗୋଲଡେନ କ୍ଲବ ଫୁଟବଲ ପ୍ରତିଯୋଗିତା : ଫାଇନାଲରେ ସମ୍ବଲପୁର

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲିପିଲୋଇ ଖେଳପଡିଆ ଠାରେ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଗୋଲଡେନ କ୍ଲବ ଫୁଟବଲ ପ୍ରତିଯୋଗିତା-୨୦୨୦ର ବୁଧବାର ପ୍ରଥମ ସେମିପାଇନାଲ ମ୍ୟାଚରେ ସମ୍ବଲପୁର ଏକାଦଶ…
Read More...

ବ୍ଲକ ସ୍ତରୀୟ ଦାଦନ ଶ୍ରମିକ ନିୟନ୍ତ୍ରଣ କର୍ମ ଶିବିର

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଦାଦନ ଶ୍ରମିକ ନିୟନ୍ତ୍ରଣ କର୍ମ ଶିବିର ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରିଙ୍କ…
Read More...

ବେଧଡକ ବାଲି ଚୋରା ଚାଲାଣ ଅଭିଯୋଗ : ରାଜସ୍ୱ ହାନୀ ସହ ଚାଷୀ ପ୍ରଭାବିତ

ଚୁଡାପାଲି : ବଲାଙ୍ଗୀର ସଦର ବ୍ଲକର ଚୁଡାପାଲି ରାଜସ୍ୱ ଅଞ୍ଚଳରୁ ଦୈନିକ ଶହ ଶହ ଟ୍ରାକ୍ଟର ନଦୀ ବାଲି ବେନିୟମ ଭାବରେ ଚୋରା ଚାଲାଣ ହେବାର ଅଭିଯୋଗ ଆସୁଛି। ଖୁଲମଖୁଲା ଭାବେ ବାଲି ବେପାର ଚାଲିଛି। ସରକାରୀ ରାଜସ୍ୱ…
Read More...