Daily Archives

January 20, 2020

ବିମାନବନ୍ଦରରେ ବୋମା ଭର୍ତ୍ତି ବ୍ୟାଗ, ସିସି କ୍ୟାମେରାରେ ସନ୍ଦିଗ୍ଧର ଚେହେରା

ମାଙ୍ଗାଲୁରୁ: ମାଙ୍ଗାଲୁରୁ ବିମାନ ବନ୍ଦରରୁ ସୋମବାର ଏକ ବୋମା ଭର୍ତ୍ତି ବ୍ୟାଗ ଜବତ ହୋଇଛି। ବିମାନବନ୍ଦର ଟିକେଟ କାଉଣ୍ଟରରୁ ନିକଟରୁ ଏହି ବ୍ୟାଗଟିକୁ ଜଣେ ସିଆଇଏସଏଫ ଯବାନ ଠାବ କରିଛନ୍ତି। ବ୍ୟାଗ ଭିତରେ ଏକ ଆଇଇଡି…
Read More...

ସିରିଡି ସାଇ ଟ୍ରେନରୁ ଖସି ଡାକ୍ତର ମୃତ

ଅନୁଗୁଳ: ଅନୁଗୁଳ ଜିଲା ବଇଣ୍ଡା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ଡାକ୍ତରଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ମେଡିସିନ ସ୍ପେଶାଲିଷ୍ଟ କୁଳମଣି ସାମଲ । ସାଇନଗର ରୁ ପୁରୀ…
Read More...

ନରହନ୍ତା ଦନ୍ତାକୁ କାବୁକଲା ବନବିଭାଗ

ଅନୁଗୁଳ : ଅନୁଗୁଳ ବନଖଣ୍ଡ ଅଧୀନ ତାଳଚେର ରେଞ୍ଜରେ କିଛିଦିନ ହେବ ଉତ୍ପାତ କରୁଥିବା ନରହନ୍ତା ଦନ୍ତାକୁ ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି। ଏହି ଅପରେସନରେ ୪୦ ଜଣ ବନ କର୍ମଚାରୀ ସାମିଲ ହୋଇଥିବା…
Read More...

ତିନି ପ୍ରମୁଖ ବ୍ୟାଙ୍କର ମୁଖିଆଙ୍କୁ ନିଯୁକ୍ତି ଦେଲେ ସରକାର

ମୁମ୍ବାଇ: କେନ୍ଦ୍ର ସରକାର ଆଜି ତିନୋଟି ପ୍ରମୁଖ ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ କାନାରା ବ୍ୟାଙ୍କର ମୁଖ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।…
Read More...

ଏକ ନମ୍ବର ହାଟରେ ବାଇକ୍ ପାର୍କିଂ ଉପରେ ଲାଗିଲା କଟକଣା

ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ହାଟରେ ବାଇକ୍ ପାର୍କିଂ ଉପରେ କଟକଣା ଜାରି କରାଯାଇଛି। ଏକ ନମ୍ବର ହାଟ ରାସ୍ତା କଡରେ ହେଉଥିବା ବାଇକ୍ ପାର୍କିଂ ଯୋଗୁ ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଇଥାଏ। ଏଣୁ ଭିଡ…
Read More...

ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ୩୧ରେ

ଭୁବନେଶ୍ୱର : ଦୀର୍ଘ ୨୯ ବର୍ଷ ପରେ ଆସନ୍ତା ୩୧ ତାରିଖରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ…
Read More...

ଏଥର ହିଙ୍ଗୁଳା ମେଳା ୪ଦିନ  

ବଡ଼ସାହି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ତଥା ମୟୁରଭଞ୍ଜ ଜିଲା ବଡ଼ସାହି ନିକଟ ସୁହାଗପୁର-କଉଡ଼ିଖଣି ଶାଳଜଙ୍ଗଲରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ ଚଳିତ ବର୍ଷ ଠାରୁ ୪ଦିନ ଧରି ପାଳିତ ହେବ ବୋଲି ମୁଖ୍ୟ…
Read More...

ଦାମୋଦର ମେଳାରେ ୫୦ ହଜାରରୁ ଉର୍ଦ୍ଦ୍ବ ଶ୍ରଦ୍ଧାଳୁଙ୍କ ସମାବେଶ 

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ପର୍ୟ୍ୟଟନ ସ୍ଥଳୀ ଭୀମକୁଣ୍ଡ ନିକଟରେ ଥିବା ପ୍ରବିତ୍ର ବୈତରଣୀ ନଦୀର ସ୍ବତୀ ଘାଟରେ ସୋମବାର ଦିନ ସାନ୍ତାଳ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

୫ ଦିନ ସୁଦ୍ଧା ୨୫ କୋଟି ଟପିଲା ସେସୁର ଆୟ,ସୋମବାର ୧୪୧୬ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ ଦେଇନଥିବା ଉପଭୋକ୍ତା ମାନଙ୍କର ବିଦ୍ୟୁତ ବିଚ୍ଛିନ୍ନ ପକ୍ରିୟା ପଞ୍ଚମ ଦିନରେ ପହଞ୍ଚିଛି। ସୋମବାର ସୁଦ୍ଧା ସେସୁର ମୋଟ ବକେୟା ବିଦ୍ୟୁତ ବିଲ ଆଦାୟ ୨୫ କୋଟି ଟପିଛି। ଜାନୁଆରୀ ୧୬ରୁ…
Read More...

ଏଣିକି ଡାଉନଲୋଡ କରିପାରିବେ ହ୍ବାଟସଆପ ଷ୍ଟାଟସ

ହ୍ବାଟସଆପ ତାର ବ୍ୟବହାରକାରୀ ମାନଙ୍କ ପାଇଁ ଉତ୍ତମ ସେବା ଯୋଗାଇଦେବାକୁ ସବୁବେଳେ ଚେଷ୍ଟା ଜାରି ରଖିଛି। ବ୍ୟବହାର କାରୀମାନେ ହ୍ବାଟସଆପ ଷ୍ଟାଟସରେ ଦିଆଯାଉଥିବା ଫଟୋକୁ ସ୍କିନସର୍ଟ ମାଧ୍ୟମରେ ସାଇତି ରଖିଥାନ୍ତି।…
Read More...