Daily Archives

January 17, 2020

ଜାନୁଆରୀ ୨୦ରୁ କୃଷି ଓଡିଶା

ଭୁବନେଶ୍ବର: ଜାନୁଆରୀ ୨୦ତାରିଖରୁ କୃଷି ଓଡ଼ିଶା-୨୦୨୦ ଅନୁଷ୍ଠିତ ହେବକୁ ଯାଉଛି। ଜାନୁଆରୀ ୨୦ରୁ ଭୁବନେଶ୍ୱରର ଜନତା ମଇଦାନରେ କୃଷି ଓଡ଼ିଶା-୨୦୨୦ ଆରମ୍ଭ ହୋଇ ୨୪ ପର୍ୟ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ …
Read More...

ଦ୍ବିତୀୟ ଦିନରେ ୧୯୫୬ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ, ଆଦାୟ ୪ କୋଟି ୬୭ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଦ୍ବିତୀୟ ଦିନରେ ପହଞ୍ଚିଛି । ଶୁକ୍ରବାର ଦ୍ବିତୀୟ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୨୦ଟି ଡିଭିଜନର ୨୪୭…
Read More...

ଅବକାରୀ ଚଢ଼ାଉ : ମଦ ଜବତ, ୫ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ପାଟଣା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଅବକାରୀ ଚଢ଼ାଉ ସମୟରେ ୫ଲିଟର ୯୪୦ମିଲି ବିଦେଶୀ ମଦ ଜବତ କରାଯିବା ସହ ଚୋରା ମହୁଲି ଓ ବିଦେଶୀ ମଦ…
Read More...

ବାଇକ୍ ଧକ୍କାରେ କନିଷ୍ଠ ଯନ୍ତ୍ରୀ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ ପ୍ରତାପ ବେହାରୀ ଆଜି ବିଳମ୍ବିତ ସଂନ୍ଧ୍ୟାରେ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନାରେ ଭର୍ତ୍ତି…
Read More...

ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଲା ଭାରତ : ସିରିଜ ୧-୧ରେ ବରାବର

ରାଜକୋଟ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁଜରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ…
Read More...

ଆଉ ଚାରି ଜଣ ରାଜନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କଲେ ଜାମ୍ମୁ କାଶ୍ମୀର ପ୍ରଶାସନ

ଶ୍ରୀନଗର :  ଜାମ୍ମୁ କାଶ୍ମୀର ପ୍ରଶାସନ ଶୁକ୍ରବାର ଆଉ ଚାରି ଜଣ ରାଜନୈତିକ ନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିଛନ୍ତି । ସେହି ଚାରି ଜଣ ନେତା ଚାରୋଟି ଭିନ୍ନ ଭିନ୍ନ ଦଳର। କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ କରାଯାଇଥିବା…
Read More...

ବନବିଭାଗ ହାତରେ ବଜ୍ରକାପ୍ତା ଚୋରା ଚାଲାଣର କିଙ୍ଗପିନ

ଆଠଗଡ: ବନବିଭାଗ ଫାଶରେ ପଡିଛି ବଜ୍ରକାପ୍ତା ଚୋରା ଚାଲାଣର କିଙ୍ଗପିନ ଅଲି। ଶୁକ୍ରବାର ବନବିଭାଗ ବଜ୍ରକାପ୍ତା ଚୋରା ଚାଲାଣର କିଙ୍ଗପିନ୍ ଅଲି ସମେତ ତାର ଦୁଇ ସହଯୋଗୀ ସନ୍ତୋଷ ଓ ହାଡିବନ୍ଧୁକୁ ଗିରଫ କରିଛି  ।…
Read More...

ସପ୍ତମ ୱିକେଟ ହରାଇଲା ଅଷ୍ଟ୍ରେଲିଆ : ଲଗାତର ଦୁଇଟି ବଲରେ ୨ଟି ୱିକେଟ ନେଲେ ସାମି

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ…
Read More...

ପଞ୍ଚମ ୱିକେଟ ହରାଇଲା ଅଷ୍ଟ୍ରେଲିଆ : ୩୭.୫ଓଭର ଖେଳ ଶେଷ ସୁଦ୍ଧା ୨୨୧-୫

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ…
Read More...

ମୋ ସ୍ବାମୀ କଣ ଦୁଷ୍କର୍ମ କରିଛନ୍ତି କି? ତାଙ୍କୁ ଜାମିନ୍ ମିଳିଲେ ସମାଜକୁ ଖରାପ ବାର୍ତ୍ତା ଯିବ: ଆଇଏଏସ ବିଜୟଙ୍କ…

କଟକ: ମୋ ସ୍ବାମୀ କଣ ଦୁଷ୍କର୍ମ କରିଛନ୍ତି? ନା ସେ ଜଣେ ଆତଙ୍କବାଦୀ ତାଙ୍କୁ ଜାମିନ ମିଳିଲେ ସମାଜକୁ ଖରାପ ବାର୍ତ୍ତା ଯିବ। ଯାହା ସରକାରୀ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ। ସରକାରୀ ଓକିଲଙ୍କ ଯୁକ୍ତିକୁ ନେଇ…
Read More...