Daily Archives

January 16, 2020

୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ – ଆଦାୟ ୫କୋଟି ୩୮ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଗୁରୁବାର ଠାରୁ ଆରମ୍ଭ କରିଛି ସେସୁ। ଆଜି ପ୍ରଥମ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୧୩ ହଜାର ୪୧୧ ଜଣ…
Read More...

ବାଲିଅନ୍ତା ସିଙ୍ଗଡ଼ା ଭୋଈସାହିରେ ଦୁର୍ଘଟଣା – ୧ମୃତ, ୨ ଆହତ

ଭୁବନେଶ୍ୱର/କଟକ: ଗୁରୁବାର ରାତିରେ ବାଲିଅନ୍ତା ସିଙ୍ଗଡ଼ା ଭୋଈସାହିରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାରୁ ଜଣାପଡିଛି…
Read More...

ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ଼ ଦୂରସଂଚାର କମ୍ପାନୀ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଭାରତର ସବୁଠାରୁ ବଡ଼ ଦୂରସଂଚାର କମ୍ପାନୀ ହୋଇଯାଇଛି। ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ଏହି ସୂଚନା ଦେଇଛି। ଟ୍ରାଇ ପକ୍ଷରୁ ୨୦୧୯ ପାଇଁ ଜାରି…
Read More...

୩୨ ବିଜେପି ବିଧାୟକଙ୍କ ମୃତ୍ୟୁ ପଛରେ ବାସ୍ତୁଦୋଷ: ଗୋପାଳ ଭାର୍ଗବ

ଭୋପାଳ: ମଧ୍ୟପ୍ରଦେଶର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ବାସ୍ତୁ ସମ୍ପର୍କରେ ଦୃଢ଼ ମତ ଦେଇଛନ୍ତି। ଏପରି କି ରାଜ୍ୟରେ ୩୨ ଜଣ ବିଜେପି ବିଧାୟକଙ୍କ ମୃତ୍ୟୁ ପାଇଁ ସେ ‘ବାସ୍ତୁଦୋଷ’କୁ ଦାୟୀ…
Read More...

ବାବର ଇପ୍ତିଖାର ପାକର ନୂଆ ସେନା ମୁଖପାତ୍ର

ଇସଲାମାବାଦ : ମେଜର ଜେନେରାଲ ଆସିଫ ଗଫୁରଙ୍କୁ ଗୁରୁବାର ସେନା ମୁଖପାତ୍ର ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ବାବର ଇପ୍ତିଖାର ନୂଆ ସେନା ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ…
Read More...

ମାନସିକ ଦ୍ୱନ୍ଦ୍ୱମୁକ୍ତ ହୋଇ ପରୀକ୍ଷା ଦିଅ: କେନ୍ଦ୍ରମନ୍ତ୍ରୀ ଧୋତ୍ରେ

କଟକ: ମାନସିକ ଅସନ୍ତୁଳନର ଶିକାର ହେଲେ ପରୀକ୍ଷାର୍ଥୀର ଏକାଗ୍ରତା ବ୍ୟାହତ ହେବା ସହ ସେ ପରୀକ୍ଷାରେ ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ହୁଏ। ସେ ଦୃଷ୍ଟିରୁ ପ୍ରତ୍ୟେକ ପରୀକ୍ଷାର୍ଥୀ ପରୀକ୍ଷା ପୂର୍ବରୁ ମାନସିକ…
Read More...

ସମୀରଙ୍କ ନୂଆ ଯାତ୍ରା ଆରମ୍ଭ; ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ

ଭୁବନେଶ୍ଵର: ବିଜେପିର ନବନିର୍ବାଚିତ ଓଡ଼ିଶା ସଭାପତି ସମୀର ମହାନ୍ତିଙ୍କ ନେତୃତ୍ଵର ଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ତାଙ୍କୁ ନେତୃତ୍ଵ ଏବଂ ବରିଷ୍ଠ ନେତାଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି, କିନ୍ତୁ ବିଜେପିକୁ…
Read More...

ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ୪ ନିଲମ୍ବିତ

କଟକ:କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ମୁମ୍ବଇ – ଭୁବନେଶ୍ବର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ୪ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ଲୋକମାନ୍ୟ ତିଳକ ଏକ୍ସପ୍ରେସ…
Read More...

ଆସନ୍ତାକାଲି ରାଜକୋଟରେ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ : ଜାଣନ୍ତୁ ଏଠାରେ ଟିମ ଇଣ୍ଡିଆର ରେକର୍ଡ

ରାଜକୋଟ : ଗୁଜରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆସନ୍ତାକାଲି(ଶୁକ୍ରବାର) ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ମୁମ୍ବଇର…
Read More...

ଏସସିଓ ବୈଠକକୁ ଇମ୍ରାନଙ୍କୁ ଆମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ: ଚଳିତବର୍ଷ ଭାରତରେ ହେବାକୁ ଥିବା ସଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ରେ ଯୋଗଦେବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ଆମନ୍ତ୍ରଣ କରିବ। ଗୁରୁବାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ…
Read More...