Daily Archives

January 15, 2020

ମଙ୍ଗୁଳି ସମେତ ୬୫ଟି ଟୋଲ ପ୍ଲାଜାରେ ଫାସ୍ଟ୍ୟାଗ ନିୟମ କୋହଳ

-୨୫% ହାଇବ୍ରିଡ୍‍ ଲେନ ବ୍ୟବସ୍ଥାରେ ହେବ ଟୋଲ ଆଦାୟ ନୂଆଦିଲ୍ଲୀ :  ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦ୍ବାରା ଚିହ୍ନଟ ୬୫ଟି ଟୋଲ ପ୍ଲାଜାରେ ବୁଧବାରଠାରୁ ଆସନ୍ତା ୩୦ ଦିନ ପାଇଁ ଫାସ୍ଟ୍ୟାଗ ନିୟମକୁ…
Read More...

ଆତଙ୍କବାଦୀଙ୍କ ସହଯୋଗୀ ଡିଏସ୍‌ପି ଦେବିନ୍ଦର ନିଲମ୍ବିତ

ଶ୍ରୀନଗର : ଆତଙ୍କବାଦୀଙ୍କୁ ସହାୟତା କରିବା ସମୟରେ ଗିରଫ ହୋଇଥିବା ଜାମ୍ମୁ-କାଶ୍ମୀର ପୁଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଦେବିନ୍ଦର ସିଂହଙ୍କୁ ବୁଧବାର ଚାକିରିରୁ ନିଲମ୍ବନ କରାଯାଇଛି। ଦେବିନ୍ଦରଙ୍କ…
Read More...

ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ପରଲୋକ

କଟକ ସଦର : ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ପତ୍ନୀ ପ୍ରଫେସର ଡାକ୍ତର ସରସ୍ୱତୀ ସ୍ୱାଇଁ(୮୮)ଙ୍କର ବୁଧବାର ପ୍ରତ୍ୟୁଷରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି। ସେ କିଛଦିନ ହେଲା ବାର୍ଦ୍ଧକ୍ୟ ଜନିତ…
Read More...

ଚଳିତ ମାସଠାରୁ “ଗଗନଯାନ” ପ୍ରଶିକ୍ଷଣ : ୧୧ ମାସ ଧରି ରୁଷରେ ତାଲିମ ନେବେ ୪ ମହାକାଶଚାରୀ

-“ବାହୁବଳୀ” ଜିଏସଏଲଭି ମାର୍କ-ଥ୍ରୀରେ କରିବେ ମହାକାଶକୁ ଯାତ୍ରା -“ଗଗନଯାନ” ଭାରତର ସମ୍ପୂର୍ଣ୍ଣ ନିଜସ୍ୱ ପ୍ରଥମ ମାନବ ମହାକାଶ ଅଭିଯାନ  ନୂଆଦିଲ୍ଲୀ : ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ”ର…
Read More...

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ୨୮,୨୯ ଓ ୩୧ରେ ପଦୋନ୍ନତି ଅଦାଲତ

ଭୁବନେଶ୍ବର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦିର୍ଘଦିନ ଧରି ଚାକିରିରେ ରହିଥିଲେ ମଧ୍ୟ ପଦୋନ୍ନତିରୁ ବଞ୍ଚିତ ଥିବା କର୍ମଚାରୀ ଏଣିକି ପଦୋନ୍ନତି ପାଇ ପାରିବେ। ଆଉ ଏଥିପାଇଁ ରାଜ୍ୟ ସରକାର ଆରମ୍ଭ…
Read More...

ସମ୍ବଲପୁରରେ କଂଗ୍ରେସର ମାନସ ମନ୍ଥନ

ସମ୍ବଲପୁର : ଓଡିଶା ରାଜ୍ୟର କଂଗ୍ରେସ ଦଳ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଓଡିଶା ଗସ୍ତରେ ୧୪ ତାରିଖରୁ ଆସିଛନ୍ତି। ଏହି କ୍ରମରେ ମଙ୍ଗଳବାର ଦିନ ସୁନ୍ଦରଗଡ ଜିଲା ଗସ୍ତ କରି ଝାରସୁଗୁଡା,…
Read More...

ବନ୍ଦ ହେଲା ମାଇକ୍ରୋସଫ୍ଟ ଓ୍ବିଣ୍ଡୋଜ -୭

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ  କମ୍ପାନୀ ତାର ଓ୍ବିଣ୍ଡୋଜ -୭ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଦୁଃଖ ଖବର ଆଣିଦେଇଛି । ମାଇକ୍ରୋସଫ୍ଟ ଜାନୁଆରୀ ୧୪ ତାରିଖରୁ ଓ୍ବିଣ୍ଡୋଜ -୭ ବନ୍ଦ କରିଦେଇଛି । ଯଦି ଓ୍ବିଣ୍ଡୋଜ -୭…
Read More...

ସେନା ଦିବସରେ ସେନା ମୁଖ୍ୟଙ୍କ ଘରେ ରାତ୍ରି ଭୋଜନ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୭୨ତମ ସେନା ଦିବସ ଅବସରରେ ବୁଧବାର ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରୱଣେଙ୍କ ବାସଗୃହରେ ରାତ୍ର ଭୋଜନର ଆୟୋଜନ କରାଯାଇଛି। ଆୟୋଜନ କରାଯାଇଥିବା ଏହି ଭୋଜନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ…
Read More...

ପାକିସ୍ତାନରେ ଏନଆରସି ଚର୍ଚ୍ଚା କଲେ କଂଗ୍ରେସ ନେତା ମଣିଶଙ୍କର ଆୟାର

ନୂଆଦିଲ୍ଲୀ: ନିଜ ମନ୍ତବ୍ୟକୁ ନେଇ ସବୁବେଳେ ବିବାଦ ଘେରକୁ ଆସୁଥିବା କଂଗ୍ରେସ ନେତା ମଣିଶଙ୍କର ଆୟାର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ପାକିସ୍ତାନରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଆଲୋଚନା କରି ବିବାଦକୁ…
Read More...

ଇନ୍ଦ୍ରାବତୀ କେନାଲକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ

ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ମୁଖିଗୁଡ଼ା ଗ୍ରାମର ଜଣେ ସ୍କୁଲ ଛାତ୍ର ବୁଧବାର କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ହୋଇଥିବା ଛାତ୍ର ଜଣଙ୍କ ମୁଖିଗୁଡ଼ା ଗ୍ରାମର ସମ୍ପଦ ଯୋଷୀ । ସୂଚନା…
Read More...