Daily Archives

January 14, 2020

ପ୍ରତ୍ୟାବର୍ତ୍ତନ ସହ ଟେନିସ କୋର୍ଟରେ ସକ୍ରିୟ ସାନିଆ

ହୋବାର୍ଟ  : ବିଜୟ ସହ ଅନ୍ତର୍ଜାତୀୟ ଟେନିସ୍‌ ଜଗତକୁ ଫେରିଛନ୍ତି ଭାରତୀୟ ମହିଳା ତାରକା ସାନିଆ ମିର୍ଜା । ହୋବାର୍ଟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ମହିଳା ଡବଲ୍‌ସ ବିଭାଗର ପ୍ରଥମ ରାଉଣ୍ଡରେ ସାନିଆ ଓ ୟୁକ୍ରେନ୍‌ର…
Read More...

ଭାରତ-ଋଷ ସମ୍ପର୍କ ଆଗାମୀ ଦିନରେ ନୂତନ ଶିଖର ଛୁଇଁବ : ଧର୍ମେନ୍ଦ୍ର ପ୍ରଧାନ

• ୨୦୧୯ରେ ଭାରତ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ସବୁଠୁ ଭଲ ରହିଛି • ଦୁଇ ଦେଶ ମଧ୍ୟରେ ଋଣନୈତିକ ସହଯୋଗ ସୁଦୃଢ • ଭାରତୀୟ ଇସ୍ପାତ୍‍ କ୍ଷେତ୍ରକୁ ମଜବୁତ୍‍ କରିବାରେ ଋଷର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା • ଦୁଇ ଦେଶ…
Read More...

ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବନବିଭାଗ ଭ୍ୟାନ

ବଡ଼ସାହି : ବାରିପଦା-ଉଦଳା ରାସ୍ତାର ଚାଉଳିଆଶୋଳ ନିକଟରେ ମଙ୍ଗଳବାର ରାତିରେ ବନବିଭାଗର ଏକ ଭ୍ୟାନ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିବା ଜଣାପଡିଛି । ଗୁରୁତର ଆହାତ ଅବସ୍ଥାରେ…
Read More...

ୟୁକ୍ରେନ ଯାତ୍ରୀବାହୀ ବିମାନ ଦୁର୍ଘଟଣା – ୩୦ ଗିରଫ

ଡେସ୍କ: ଇରାନରେ ଘଟିଥିବା ୟୁକ୍ରେନ ଯାତ୍ରୀବାହୀ ବିମାନ ୟୁଆଇଏ ୭୫୨ ଦୁର୍ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଇରାନ ସରକାର ଗିରଫ କରିବା ଆରମ୍ଭ କରିଛନ୍ତି। ସେଠାକାର ଜଣେ ନ୍ୟାୟିକ ମୁଖପାତ୍ର ଘୋଲାମ ହୋସେନ ଇସ୍ମାଇଲ…
Read More...

ଆଜି ବ୍ୟାଙ୍କ ବନ୍ଦ

ଭୁବନେଶ୍ବର: ଆଜି ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ। ରାଜ୍ୟ ସରକାର ମକର ସଂକ୍ରାନ୍ତି ପାଇଁ ଛୁଟି ଘୋଷଣା କରିବା ପରେ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସଂସ୍ଥା ବନ୍ଦ ରହିବ ବୋଲି ଜଣାପଡିଛି । ମକର…
Read More...

ଟ୍ରାକ୍ଟର ଓଲଟି ବାପ ପୁଅ ମୃତ

କଲ୍ୟାଣସିଂହପୁର : ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଜ.କାତିପାଡୁ ଛକଠାରେ ମଙ୍ଗଳବାର ଟ୍ରାକ୍ଟର ଇଞ୍ଜିନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଟ୍ରାକ୍ଟରେ ବସିଥିବା ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନର ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

ନୂଆଦିଲ୍ଲୀ : ଚଳିତ ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି(ଆପ୍) ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। କେଜରିୱାଲଙ୍କ ଦଳ ସମସ୍ତ ୭୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀ…
Read More...

ପାଇକାରୀ ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫିତି ହାର ୨.୫୯କୁ ବୃଦ୍ଧି

ନୂଆଦିଲ୍ଲୀ: ପାଇକାରୀ ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫିତି ହାର ଗତ ଡିସେମ୍ବର ମାସରେ ଶତକଡ଼ା ୨.୫୯ ଭାଗକୁ ବୃଦ୍ଧି ପାଇଛି। ଗତବର୍ଷ ନଭେମ୍ବର ମାସରେ ଏହା ଶତକଡ଼ା ୦.୫୮ ଭାଗ ଥିଲା। ପିଆଜ ଓ ଆଳୁ ଭଳି ପନିପରିବାର…
Read More...

ଜାମ୍ମୁ କାଶ୍ମୀରରେ ତୁଷାର ସ୍ଖଳନ – ୫ ନିରାପତ୍ତା ବାହିନୀ ଯବାନ ସହୀଦ

ଜାମ୍ମୁ: ଜାମ୍ମୁ କାଶ୍ମୀରରେ ଗତ ୪୮ ଘଣ୍ଟା ଧରି ତୁଷାର ସ୍ଖଳନ ଯୋଗୁଁ ୫ ଜଣ ନିରାପତ୍ତା ବାହିନୀ ଯବାନ ଓ ୫ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଉତ୍ତର କାଶ୍ମୀରର କୁପୁୱାଡା ଓ କେନ୍ଦ୍ରୀୟ କାଶ୍ମୀରର ଗନ୍ଦରବଲ…
Read More...

ଟିଣ୍ଡର୍ ଆପ୍‌ରୁ ଡେଟିଂ ମାମଲାରେ ନୂଆ ଟ୍ୱିଷ୍ଟ; ଝିଅକୁ ପୁଲିସ ଛାଡିଦେବାରୁ ତାତିଲେ ପୁଅର ମା

ଭୁବନେଶ୍ବର: ଟିଣ୍ଡର ଆପ୍ ଘଟଣାରେ ନୂଆ ଟୁଇଷ୍ଟ। ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ବ୍ୟାଙ୍କ ଅଧିକାରୀଙ୍କ ମା ଆଜି ପୁଅ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ପୁଅର ଅଭିଯୋଗ ଭିତ୍ତିରେ ଝିଅର ଗିରଫ ଦାବି କରି ଥାନା ଆଗରେ…
Read More...