Daily Archives

January 13, 2020

ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି ୫ ଦେଶ

ସିଙ୍ଗାପୁର: ୟୁକ୍ରେନ ବିମାନ ଖସାଇବା ଇରାନକୁ ମହଙ୍ଗା ପଡ଼ିପାରେ। କାରଣ ଏହି ଘଟଣା ପାଇଁ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ୫ଟି ଦେଶ ଏକାଠି ହୋଇଛନ୍ତି। ବିମାନ ଦୁର୍ଘଟଣାରେ ଯେଉଁ ୫ଟି ଦେଶର ନାଗରିକ…
Read More...

୭.୩୫%ରେ ପହଞ୍ଚିଲା ପାଇକାରୀ ମୁଦ୍ରାସ୍ଫୀତି, ୪ବର୍ଷର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଡିସେମ୍ବର ମାସରେ ପିଆଜ, ଟମାଟୋ ସହିତ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥର ଦରଦାମ ବୃଦ୍ଧି ଯୋଗୁ ପାଇକାରୀ ମୁଦ୍ରାସ୍ଫୀତି(ରିଟେଲ ଇନଫ୍ଲେସନ) ଗତ ୪ବର୍ଷର ରେକର୍ଡ ଭାଙ୍ଗିଛି। ଡିସେମ୍ବର ପାଇଁ ଭାରତୀୟ ରିଜର୍ଭ…
Read More...

ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବଡଗାମ ଓ ପୁଲୱାମା ଜିଲାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର ଗୁଳିବିନିମୟ ଘଟିଛି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ବହୁ ପରିମାଣରେ…
Read More...

ପରଭେଜ ମୁଶରଫଙ୍କ ଫାଶୀ ଦଣ୍ଡାଦେଶ ରଦ୍ଦ କଲେ ଲାହୋର ହାଇକୋର୍ଟ

ଲାହୋର: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫଙ୍କୁ ସ୍ବତନ୍ତ୍ର କୋର୍ଟ ଦେଇଥିବା ଫାଶୀ ଦଣ୍ଡାଦେଶକୁ ଲାହୋର ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଏହା ସହିତ ମୁଶରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲାର…
Read More...

ସୁନାଶଙ୍ଖ ନାଁରେ ତିନିଲକ୍ଷ ଟଙ୍କା ଠକେଇ : ୨ ଅଟକ

ନବରଙ୍ଗପୁର : ନବରଙ୍ଗପୁର ନକଲି ସୁନାଶଙ୍ଖକୁ ଅସଲି କହି ସୁନାଶଙ୍ଖ ଠକେଇ କରିଥିବା ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଡାବୁଗାଁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି। ଗୋଟିଏ ନକଲି ପିତଳ ଆବୃତ ଶଙ୍ଖ ଜବତ କରିଛି।…
Read More...

ଓବିସି ଓ ଏସସିବିସି ସ୍ୱତନ୍ତ୍ର ଭାବରେ ଗଣନା ପାଇଁ କେନ୍ଦ୍ରକୁ ସୁପାରିଶ କରି ଧର୍ମକୁ ଆଖିଠାର ମାରୁଛନ୍ତି ରାଜ୍ୟ…

ଭୁବନେଶ୍ୱର: ୧୧ ଜାନୁଆରୀ ୨୦୨୦ ର ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଅର୍ଥାତ୍ ୨୦୨୧ ରେ ହେବାକୁ ଥିବା ଜନଗଣନା ସମୟରେ ଓବିସି ଓ ଏସସିବିସି ସ୍ୱତନ୍ତ୍ର ଭାବରେ ଏମାନଙ୍କୁ ଗଣନା କରିବା ପାଇଁ କେନ୍ଦ୍ରକୁ ସୁପାରିଶ ଏକ ଧର୍ମକୁ…
Read More...

୫ଜି ସପୋର୍ଟ ସହିତ ଖୁବଶୀଘ୍ର ବଜାର ପ୍ରବେଶ କରିବ ଜିଓମି ଏମଆଇ-୧୦

ନୂଆଦିଲ୍ଲୀ : ୫ଜି ସପୋର୍ଟ ସହିତ ଖୁବଶୀଘ୍ର ବଜାର ପ୍ରବେଶ କରିବ ଜିଓମି ଏମଆଇ-୧୦। ଏହି ଫୋନକୁ ଆଗାମୀ ଫେବୃଆରୀ ୨୦ରେ ଲଞ୍ଚ କରାଯିବ। ସୂଚନା ଅନୁସାରେ, ଏହି ଫୋନରେ ଓଏଲଇଡି ଡିସପ୍ଲେ, ପାଞ୍ଚଟି କ୍ୟାମେରା…
Read More...

ଟିଟିଲାଗଡ଼ ପ୍ଲାଟଫର୍ମରୁ ୩୦କେଜି ଗଞ୍ଜେଇ ଜବତ : ୧ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ପ୍ଲାଟଫର୍ମରୁ ସୋମବାର ଜଣେ ବ୍ୟକ୍ତି ଠାରୁ ଜିଆରପି ପୁଲିସ ୩୦କେଜି ଗଞ୍ଜେଇ ଜବତ କରିଛି। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲା କୁନନ୍ଦି ଗ୍ରାମର ଶିବରାମ ଡ଼ାକୁଆ ରେଳ ପ୍ଲାଟଫର୍ମରେ ସନ୍ଦେହ ଜନକ…
Read More...

ମକର ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୧୫ତାରିଖ ବୁଧବାର ମକର ସଂକ୍ରାନ୍ତି ଅବସରରେ ସୋମବାର ସରକାରୀ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦିନ ସମସ୍ତ ସରକାରୀ କାର୍ୟ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।…
Read More...

ଜେଏନୟୁ ଫି ବିବାଦର ସମାଧାନ ହୋଇସାରିଛି , ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଅନାବଶ୍ୟକ : ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଫି ବୃଦ୍ଧି ମାମଲାର ସମାଧାନ ହୋଇସାରିଛି। ଛାତ୍ର ପ୍ରତିନିଧି ଓ ଶିକ୍ଷକ ସଂଘର ପ୍ରତିନିଧି ସହିତ ବିଭିନ୍ନ ପର୍ୟ୍ୟାୟରେ ଆଲୋଚନା ପରେ ସମସ୍ୟାର ସମାଧାନ…
Read More...