Daily Archives

January 12, 2020

ଆମେରିକା ସେନା ଛାଉଣୀ ଉପରେ ଇରାନ ପକ୍ଷରୁ ରକେଟ୍ ମାଡ଼

ବାଗଦାଦ : ଇରାକର ବିମାନଘାଟିରେ ରହୁଥିବା ଆମେରିକା ସେନା ଛାଉଣୀ ଉପରେ ରବିବାର ଇରାନ ପକ୍ଷରୁ ରକେଟ ମାଡ କରାଯାଇଛି । ଏଏଫପି ସମ୍ବାଦ ସରବରାହ ସଂସ୍ଥା ଅନୁସାରେ ଇରାନ ପକ୍ଷରୁ ଇରାକର ଏୟାରବେସ ଉପରେ ରବିବାର ୪ଟି ରକେଟ…
Read More...

ଇରାନର ମିଛକୁ ଇରାନବାସୀଙ୍କ ବିରୋଧ

ଡେସ୍କ: ୟୁକ୍ରେନର ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରିବା ଏବଂ ତାହା ସ୍ୱୀକାର ନ କରିବାକୁ ବିରୋଧ କରି ଆଜି ଇରାନର ଶତାଧିକ ପ୍ରଦର୍ଶନକାରୀ ତେହେରାନର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ ଦୁଇଟି…
Read More...

ଲକ୍ଷ୍ନୌରେ ଆରମ୍ଭ ହେଲା ୨୩ତମ ଜାତୀୟ ଯୁବ ଉତ୍ସବ

ଲକ୍ଷ୍ନୌ: ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକ ଅବସରରେ ଆଜି ଲକ୍ଷ୍ନୌଠାରେ ଏକ ଆଡମ୍ବରପୂର୍ଣ୍ଣ ଉଦ୍‍ଘାଟନୀ ଉତ୍ସବ ସହିତ ୨୩ତମ ଜାତୀୟ ଯୁବ ଉତ୍ସବ-୨୦୨୦ ଆରମ୍ଭ ହୋଇଛି। ସମଗ୍ର ଦେଶରୁ ସେଠାରେ ଏକତ୍ରିତ ହୋଇଥିବା…
Read More...

‘ତ୍ରିଧାରା’ ପକ୍ଷରୁ ଯୁବ ଦିବସ ଓ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ

କଟକ : ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ତ୍ରିଧାରା’ ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ, ଜାତୀୟ ଯୁବ ଦିବସ ଓ ସଡ଼କ ସୁରକ୍ଷା ସପ୍ତାହର ଦ୍ବିତୀୟ ଦିବସରେ ଏକ ଆଲୋଚନା ଚକ୍ର ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ…
Read More...

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା : ରୋହିତ ଫେରିଲେ, ସାମ୍‌ସନ ବାଦ୍

ମୁମ୍ବଇ : ଭାରତୀୟ କ୍ରିକେଟ ଦଳ ଚଳିତମାସରେ ପ୍ରଥମଥର ପାଇଁ ବିଦେଶଗସ୍ତରେ ଯିବ। ନ୍ୟୁଜିଲାଣ୍ଡ ଗସ୍ତ​‌େ​‌ର ଯାଇ ଏହା ଘରୋଇ ଦଳ ବିପକ୍ଷରେ ୫ଟି ଟ୍ବେଣ୍ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟମ୍ୟାଚ୍‌ର ସିରିଜ୍ ଖେଳିବ। ୫ଟି…
Read More...

ନିମାପଡ଼ା କଲେଜରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

ନିମାପଡା: ପରମ ପୂଜନୀୟ ସ୍ବାମୀ ବିବେକାନନ୍ଦ ଙ୍କ ୧୫୭ତମ ପୁଣ୍ୟ ଜୟନ୍ତୀ ‘ରାଷ୍ଟ୍ରୀୟ ଯୁବ ଦିବସ‘ ଆଜି ନିମାପଡ଼ା କଲେଜ ପରିସରରେ ଅଧ୍ୟାପକ,ବୁଦ୍ଧିଜୀବି,ଛାତ୍ରଛାତ୍ରୀଙ୍କ ସମାଗମରେ ପାଳିତ ହୋଇଯାଇଛି । କଲେଜ ପରିସରରେ…
Read More...

ରେଳ ବିକାଶ – ୧୨ ବର୍ଷରେ ସରକାର ନିବେଶ କରିବେ ୫୦ଲକ୍ଷ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି’ ଦେଶରେ ରେଳପଥ ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଘରୋଇ କ୍ଷେତ୍ରର ସହଯୋଗ ଲୋଡାଯାଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ସାମ୍ବାଦିକମାନଙ୍କ ସହ…
Read More...

ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ୨୦୦ ଲଢୁଆ ବିମାନ: ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତିବୃଦ୍ଧି ପାଇଁ ୨୦୦ ନୂଆ ଲଢୁଆ ଯୁଦ୍ଧ ବିମାନ କିଣାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ସଚିବ ଅଜୟ କୁମାର। ରବିବାର ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି ଖୁବଶିଘ୍ର ଭାରତୀୟ…
Read More...

ମୋଦୀଙ୍କ ଦୃଢୋକ୍ତି – ପଶ୍ଚିମବଙ୍ଗର ବିକାଶ ପାଇଁ ଆମେ ବଦ୍ଧପରିକର

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ରବିବାର ସକାଳେ କୋଲାକାତାଠାରେ ଆୟୋଜିତ ଏକ ଉତ୍ସବରେ ଉଦବୋଧନ ଦେଇ ସେ କହିଛନ୍ତି,…
Read More...

୪୦ତମ ‘ବାଣୀପୀଠ ମହୋତ୍ସବ’ : ରାଜ୍ୟସ୍ତରୀୟ କବିତା ମହାଯଜ୍ଞ ଓ ପ୍ରତିଭା ସମ୍ମାନ ସମାରୋହ

ବଡ଼ସାହି : ସ୍ଥାନୀୟ ବିବେକାନନ୍ଦ ବିହାର ଠାରେ ଚାଲିଥିବା ୪୦ତମ ‘ବାଣୀପୀଠ ମହୋତ୍ସବ-୨୦୨୦’ର ଦ୍ୱିତୀୟ ଦିନରେ ରାଜ୍ୟସ୍ତରୀୟ କବିତା ମହାଯଜ୍ଞ ସହିତ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଅକ୍ଷୟ…
Read More...