Daily Archives

January 11, 2020

ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା ଉଦ୍ୟମ : ଜଣେ ଅଟକ

ନୀଳଗିରି : ପୁଲିସ ଇନଫର୍ମର ସନ୍ଦେହରେ ବାଲେଶ୍ୱର ଜିଲା ଅନ୍ତର୍ଗତ ନୀଳଗିରି ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଗାଡ଼ି ଚପାଇ ହତ୍ୟା ଉଦ୍ୟମ କରାଯାଇଛି । ଘଟଣାସ୍ଥଳରେ ଜଣେ ଦୁର୍ବୃତ୍ତଙ୍କୁ ଅଞ୍ଚଳବାସୀ କାବୁ କରି…
Read More...

ସ୍ବାଧୀନତା ପରେ ଲେଖାଯାଇଥିବା ଇତିହାସରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅଣଦେଖା କରାଯାଇଛି: ପ୍ରଧାନମନ୍ତ୍ରୀ

କଲକାତା:ସ୍ବାଧୀନତା ପରେ ଦେଶରେ ଲେଖାଯାଇଥିବା ଇତିହାସରେ ବହୁତ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅଣଦେଖା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶନିବାରଠାରୁ ଦୁଇ ଦିନିଆ କଲକାତା ଗସ୍ତରେ ଆସିଥିବା…
Read More...

‘ପୀଡ଼ିତା ନିଜ ପାଇଁ ନିଜେ ଲଢିବାର ସାହସ ଜୁଟାନ୍ତୁ’

ଆଧୁନିକ ଯୁଗରେ ବଦଳିଛି ଅପରାଧର ସ୍ବରୂପ। ନାବାଳିକା ​ଯୌନ ନିର୍ୟାତନା, ଗଣବାଳାତ୍କାର, ଏସିଡ ଆକ୍ରମଣ ଭଳି ବର୍ବରୋଚିତ ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏସବୁକୁ ଦୃଷ୍ଟିରେ ରଖି ମହିଳାଙ୍କ ସୁରକ୍ଷା…
Read More...

ନେତାଜୀ ଜୟନ୍ତୀ ପାଇଁ କଲିଜିଏଟ ସ୍କୁଲ ପୁରାତନ ଛାତ୍ରସଂସଦ ପକ୍ଷରୁ ପ୍ରସ୍ତୁତି ବୈଠକ

କଟକ : ପ୍ରତ୍ୟେକ ବର୍ଷପରି ଏହି ବର୍ଷ ମଧ୍ୟ ମହାନ ବିପ୍ଲବୀ, ସ୍ବାଧୀନତା ସଂଗ୍ରାମୀ, ଆଜଦହିନ୍ଦ ଫୌଜର ପ୍ରତିଷ୍ଠାତା, କଟକ ଓଡ଼ିଆ ବଜାରରେ ଜନ୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜନ୍ମ ଜୟନ୍ତୀ ଉତ୍ସବ…
Read More...

ଇଣ୍ଡିଆନ ଅଏଲ୍ ପାରାଦ୍ୱୀପ-ହାଇଦରାବାଦ ପାଇପଲାଇନ୍ ଜମି ଅଧିଗ୍ରହଣ ନେଇ ବିବାଦ

ଜଗତସିଂହପୁର : ଇଣ୍ଡିଆନ ଅଏଲ ପାରାଦ୍ୱୀପ-ହାଇଦରାବାଦ ପାଇପଲାଇନର ଜମି ଅଧିଗ୍ରହଣ ବେଳେ ଜମିର ଉଚିତ୍ ମୂଲ୍ୟ ପାଇଁ ଉପୁଜି ଥିବା ସମସ୍ୟାର ସମାଧାନ ପାଇଁ ବାଲିତୁଠ ପଞ୍ଚାୟତର ବଡବୁଦା, ବାଲିତୁଠ ଓ ଆଲିଗଡ ଗ୍ରାମବାସୀ…
Read More...

ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପ ବିରୁଦ୍ଧରେ କମ୍ୟୁନିଷ୍ଟ ଓ କଂଗ୍ରେସ ଦଳର ପ୍ରତିବାଦ ସଭା

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକ ଜିରାଇଲୋ ପଞ୍ଚାୟତର କିମିଲୋ ଠାରେ ରାଜ୍ୟ ସରକାରଙ୍କର ଇଡକୋ ତରଫରୁ ଅଧିଗୃହିତ ଜମିରେ ଚିଙ୍ଗୁଡି ପ୍ରକ୍ରିୟା କରଣ ପ୍ରକଳ୍ପକୁ ନେଇ ପ୍ରତିବାଦ ଜୋର ଧରିବାରେ ଲାଗିଛି । ଗତ…
Read More...

ଖ୍ରୀଷ୍ଟ ମହାବିଦ୍ୟାଳୟର ବାର୍ଷିକ ପ୍ରତିଯୋଗିତା

କଟକ : ଖ୍ରୀଷ୍ଟ କଲେଜର ନାଟ୍ୟସଂସଦ ତରଫରୁ ନୃତ୍ୟ, ଗୀତ, ବଦ୍ୟ ଓ ଅଭିନୟ ବାର୍ଷିକ ପ୍ରତିଯୋଗିତା କଲେଜର କଳାପୀଠ ମାଳାଞ୍ଚଳରେ ବେଶ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ.ସିଦ୍ଧାର୍ଥ କୁମାର ସାହୁ…
Read More...

ଗୋପାଳପୁର ଓ ବ୍ରହ୍ମପୁର ସିଟି ବସ୍ ଭଡା ୫ ଟଙ୍କା ବୃଦ୍ଧିକୁ ନେଇ ଜନ ଅସନ୍ତୋଷ

ଗୋପାଳପୁର : ଗୋପାଳପୁର ଓ ବ୍ରହ୍ମପୁର ମଧ୍ୟରେ ଚଳାଚଳ କରୁଥିବା ସିଟି ବସ୍ ପକ୍ଷରୁ ହଠାତ୍ ଭଡ଼ାରେ ୫ ଟଙ୍କା ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଗୋପାଳପୁର ଓ ବ୍ରହ୍ମପୁର ମଧ୍ୟରେ ପ୍ରତ୍ୟହ ୧୦ଟି ବସ୍ ସକାଳ…
Read More...

ଫ୍ୟାନରେ ଝୁଲି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗ୍ରାମରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଶନିବାର ସେ କଲେଜରୁ ଫେରିବା ପରେ ନିଜ ଘରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଅଭିଯୋଗ…
Read More...

ବଢିଲା ନୌସେନାର ଶକ୍ତି, ଆଇଏନଏସ ବିକ୍ରମାଦିତ୍ୟରେ ସଫଳ ଅବତରଣ କଲା ତେଜସ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ବିମାନ ବାହକ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ସଫଳ ଅବତରଣ କରିଛି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ। ଆଇଏନଏସ ବିକ୍ରମାଦିତ୍ୟରେ ତେଜସର ସଫଳ ଅବତରଣ କରିବା ପରେ…
Read More...