Daily Archives

January 10, 2020

ପ୍ରଭାବୀ ଢଙ୍ଗରେ ସାଇବର ଅପରାଧର ମୁକାବିଲା : ଉଦଘାଟିତ ହେଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର

-ପ୍ରଭାବୀ ଢଙ୍ଗରେ ସାଇବର ଅପରାଧର ମୁକାବିଲା କରିବାରେ ମିଳିବ ସହାୟତା -ପୋର୍ଟାଲ ସହ ୭୦୦ ପୁଲିସ ଜିଲ୍ଲା ଏବଂ ୩୯୦୦ରୁ ଅଧିକ ଥାନା ସଂଯୁକ୍ତ ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହା…
Read More...

ଉତ୍ତର ପ୍ରଦେଶ : ବସରେ ଲାଗିଲା ନିଆଁ, ୧୫ ଯାତ୍ରୀ ଜୀବନ୍ତ ଦଗ୍ଧ ଆଶଙ୍କା

କନୌଜ : ଉତ୍ତର ପ୍ରଦେଶର କନୌଜରେ ଶୁକ୍ରବାର ଏକ  ଭୟାବହ ବସ୍‍ ଦୁର୍ଘଟଣା ଘଟିଛି। ଏଥିରେ ୧୫ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଆଶଙ୍କା କରାଯାଉଛି। ଦିଲ୍ଲୀ-କାନପୁର ଜେଟି ରୋଡରେ ଶୁକ୍ରବାର ରାତିରେ…
Read More...

ଅଶ୍ବିନ-ଚହଲଙ୍କୁ ପଛରେ ପକାଇ ଯଶପ୍ରିତ ବୁମରା ହେଲେ ନମ୍ବର ୱାନ୍ ଭାରତୀୟ ବୋଲର

ପୁଣେ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ ଶେଷ ହୋଇଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଦଳକୁ କମବ୍ୟାକ୍ କରିଥିବା ଯଶପ୍ରୀତ ବୁମରା ଜବରଦସ୍ତ ବୋଲିଂ କରିବା ସହ ଟି-୨୦ରେ ଏକ ନୂତନ ରେକର୍ଡର ଅଧିକାରୀ…
Read More...

୭୮ରନରେ ବିଜୟ ସହ ସିରିଜ ହାତେଇଲା ଭାରତ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ବିଜୟ ଲାଭ…
Read More...

ପୁଣେ ଟି-୨୦ରେ ଭାରତର ଦମଦାର ବିଜୟ

ପୁଣେ : ଶ୍ରୀଲଙ୍କା ବିପକ୍ଷରେ ଶେଷ ଟି-୨୦ରେ ଭାରତ ଦମଦାର ବିଜୟ ହାସଲ କରିଛି । ଶ୍ରୀଲଙ୍କାକୁ ୭୮ ରନରେ ପରାସ୍ତ କରି ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି । ଏହା ସହିତ ଭାରତ ୨୦୨୦ରେ ପ୍ରଥମ ଟ୍ବେଣ୍ଟି-୨୦ ସିରିଜ୍ ଜିତି…
Read More...

୨ଦିନିଆ କୋଲକାତା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୧ ଏବଂ ୧୨ ଦୁଇଦିନ କୋଲକାତା ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କୋଲକାତାରେ ପୁନରୁଦ୍ଧାର ହୋଇଥିବା ୪ଟି ଐତିହାସିକ…
Read More...

ଭଟ୍ଟାରିକାରେ ଡଙ୍ଗାବୁଡି ଯୁବ ଇଂଜିନିୟର ନିଖୋଜ

ବଡମ୍ବା: କଟକ ଜିଲା ବଡମ୍ବା ଭଟ୍ଟାରିକା ପୀଠସ୍ଥ ମହାନଦୀରେ ଡଙ୍ଗାବୁଡି ଜଣେ ଯୁବ ଇଂଜିନିୟର ନିଖୋଜ ହୋଇଯାଇଥିବା ବେଳେ ତାଙ୍କର ଅନ୍ୟ ଦୁଇ ଜଣ ସାଥୀ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡିଛି। ନିଖୋଜ ଥିବା…
Read More...

ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ପାଇଁ ଆରମ୍ଭ ହେଲା ଡିଜିଟାଲ ଲାଇସେନ୍ସ ପ୍ରକ୍ରିୟା

ନୂଆଦିଲ୍ଲୀ: ପେଟ୍ରୋଲିୟମଜାତ ସାମଗ୍ରୀର ପରିବହନ ଲାଗି ପେଟ୍ରୋଲିୟମ ରୋଡ ଟ୍ୟାଙ୍କରଗୁଡ଼ିକୁ ଡିଜିଟାଲ ଲାଇସେନ୍ସ ପ୍ରଦାନ କରାଯିବା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଉଦ୍ୟୋଗ…
Read More...

୨୦୨ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଭାରତ ରଖିଥିବା…
Read More...