Daily Archives

January 9, 2020

ଶ୍ରୀରାମକୃଷ୍ଣ ପରମହଂସଙ୍କ ସହ ବିବେକାନନ୍ଦଙ୍କ ସାକ୍ଷାତ

ଏକଦା କଲିକତାର ଶିମଳାପଲ୍ଲୀରେ ରହୁଥିବା ସୁରେନ୍ଦ୍ରନାଥ ମିତ୍ର ରାମକୃଷ୍ଣଙ୍କୁ ନିଜ ଗୃହକୁ ଡାକି ଆଣିଥିଲେ। ଏକ ଆନନ୍ଦଉତ୍ସବର ଆୟୋଜନ କରାଯାଇଥିଲା। ସେହି ଦିନ ଜଣେ ସୁକଣ୍ଠ ଗାୟକଙ୍କର ଅଭାବ ହେବାରୁ ସୁରେନ୍ଦ୍ରନାଥ ନିଜ…
Read More...

ଆସନ୍ତାକାଲି ଚନ୍ଦ୍ରଗ୍ରହଣ : ଓଡ଼ିଶାରେ ପାଳନୀୟ ନୁହେଁ

ଭୁବନେଶ୍ବର : ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ଶୁକ୍ରବାର ରାତି ୧୦ଟା ୩୭ରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ ଏବଂ ଏହା ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ । ଏହା ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ। ମାତ୍ର ଏହା…
Read More...

ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ଅନ୍ତିମ ଟ୍ବେଣ୍ଟି-୨୦ : ସିରିଜ ହାତେଇବା ଲକ୍ଷ୍ୟରେ ଭାରତ

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲି(ଶୁକ୍ରବାର) ପୁଣେରେ ଖେଳାଯିବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଆରମ୍ଭ ହେବ। ଏହି…
Read More...

ଦେଶରେ ପ୍ରତିଷ୍ଠା ହେବ ୧୦୨୩ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ

ନୂଆଦିଲ୍ଲୀ: ୧୨ ବର୍ଷରୁ କମ ବୟସ୍କ ନାବାଳିକାଙ୍କ ସହିତ ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ତଥା ମହିଳାଙ୍କ ସହ ଏଭଳି ଜଘନ୍ୟ ଅପରାଧ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ମହିଳା ଓ ନାବାଳିକାଙ୍କ ସହିତ ହେଉଥିବା ଦୁଷ୍କର୍ମ ଏବଂ…
Read More...

ଚାରୋଟି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ରିଅଲମି ୫ଆଇ

ନୂଆଦିଲ୍ଲୀ : ରିଅଲମିର ନୂଆ ସ୍ମାର୍ଟଫୋନ ରିଅଲମି ୫ଆଇର ଭାରତୀୟ ବଜାର ପ୍ରବେଶ ହୋଇଛି। ପୂର୍ବରୁ ଲଞ୍ଚ ହେଉଛି ଅପଗ୍ରେଡ କ୍ୟାମେରା ଦିଆଯାଇଛି। ଏହାବ୍ୟତୀତ ଏଥିରେ ୫ହଜାର ଏମଏଛଣ ବଡ଼ ବ୍ୟାଟେରି ଦିଆଯାଇଛି। ୪ଜିବି…
Read More...

ସିଆଚୀନ୍‍ ପରିଦର୍ଶନ କଲେ ସେନା ମୁଖ୍ୟ ଜେନେରାଲ୍‍ ନରୱଣେ

ନୂଆଦିଲ୍ଲୀ: ସେନା ବାହିନୀ ମୁଖ୍ୟ ଜେନେରାଲ୍‍ ମୁକୁନ୍ଦ ନରୱଣେ ଗୁରୁବାର ସକାଳେ ସିଆଚୀନ୍‍ ଯୁଦ୍ଧ କ୍ଷେତ୍ର ସ୍ଥିତ ମୂଳ ଘାଟିଗୁଡ଼ିକୁ ପରିଦର୍ଶନ କରିଛନ୍ତି। ସିଆଚୀନ୍‍ ଯୁଦ୍ଧକ୍ଷେତ୍ର ବିଶ୍ୱର ସର୍ବୋଚ୍ଚ…
Read More...

ଅଚାନକ ଆସିଲା ମୃତ୍ୟୁ, ରାସ୍ତାରେ ଚାଲି ଚାଲି ଗଲାବେଳେ ମାଡିଗଲା ଗାଡି

ବଡ଼ସାହି: ଅଚାନକ ଆସିଲା ମୃତ୍ୟୁ । ଜାଣିନଥିଲେ ହଠାତ ସେ ଚାଲିଯିବେ ବହୁଦୂରକୁ। । ରାସ୍ତାରେ ଚାଲି ଚାଲି ଯାଉଥିଲେ ହଠାତ୍ ମାଡି ଆସିଲା ମୃତ୍ୟୁକୁ ନେଇ ଏକ ଦ୍ରୁତଗାମି ଗାଡି। ଆଉ କିଛି ଭାବିବା ଆଗରୁ ରାସ୍ତାରେ ଚାପିଦେଇ…
Read More...

୧୫ ବିଦେଶୀ ରାଷ୍ଟ୍ରଦୂତ ଗସ୍ତ କଲେ ଜାମ୍ମୁ କାଶ୍ମୀର

ନୂଆଦିଲ୍ଲୀ: ବିଦେଶୀ ରାଷ୍ଟ୍ରଦୂତମାନଙ୍କର ଏକ ୧୫ ଜଣିଆ ପ୍ରତିନିଧି ଦଳ ଆଜି ଜାମ୍ମୁ କାଶ୍ମୀର ଗସ୍ତ କରିଛନ୍ତି। ସେହି ରାଷ୍ଟ୍ରଦୂତମାନଙ୍କ ଅନୁରୋଧ କ୍ରମେ ଏହି ଗସ୍ତର ଆୟୋଜନ କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି।…
Read More...

ତୋଫାନଙ୍କ ତୋଫାନୀ, ଘାଇଲା କଫସିରଫ ମାଫିଆ, ପୁଲିସ ଜାଲରେ ସାନ ଓ ୨ ସହଯୋଗୀ

ବଲାଙ୍ଗୀର: ବଲାଙ୍ଗୀରର କଫସିରଫ ମାଫିଆ ସାନ ନେଗୀକୁ ପୁଣିଥରେ ଗିରଫ କରିଛି ବଲାଙ୍ଗିର ପୁଲିସ। ବହୁ ଦିନରୁ ଫେରାର ଥିବା ସାନ ନେଗୀ ଓ ତାର ଦୁଇ ଜଣ ସହଯୋଗୀଙ୍କୁ ବଲାଙ୍ଗିର ପୁଲିସ ଭୂବନେଶ୍ୱରରୁ ଗିରଫ କରିଥିବା ସୂଚନା…
Read More...

ଅଂଶୀଦାରଙ୍କୁ ମୋଦୀଙ୍କ ଆହ୍ୱାନ – ୫ ଲକ୍ଷ କୋଟି ଡଲାର ଅର୍ଥ ବ୍ୟବସ୍ଥା ଲାଗି ଲକ୍ଷ୍ୟବଦ୍ଧ ପ୍ରୟାସ

ନୂଆଦିଲ୍ଲୀ: ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ଅଂଶୀଦାରଙ୍କୁ ଲକ୍ଷ୍ୟବଦ୍ଧ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ଆଜି…
Read More...