Daily Archives

January 5, 2020

ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସକୁ ବର୍ଷେ ପୂରିଲା : କାର୍ଯ୍ୟାରମ୍ଭ କେବେ ?

ବଡ଼ସାହି : ମୟୂରଭଞ୍ଜ ଇତିହାସର ମୂକସାକ୍ଷୀ ହରିପୁରଗଡ଼ର ପୁନରୁଦ୍ଧାର ଓ ସଂରକ୍ଷଣ କାର୍ଯ୍ୟ ପ୍ରକଳ୍ପର ଶିଳାନ୍ୟାସକୁ ବର୍ଷେ ପୂରିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଜାନୁଆରୀ ୫ତାରିଖରେ ଦିନିକିଆ ଗସ୍ତ…
Read More...

ବଡ଼ସାହି : ୧୧ରୁ ‘ବାଣୀପୀଠ ମହୋତ୍ସବ-୨୦୨୦’

ବଡ଼ସାହି :  ରାଜ୍ୟର ଅନ୍ୟତମ ସାରସ୍ୱତ ପୀଠ ‘ବାଣୀପୀଠ ମହୋତ୍ସବ-୨୦୨୦’ ଜାନୁଆରୀ ୧୧ତାରିଖ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପୂର୍ବବର୍ଷ ପରି ମୟୂରଭଞ୍ଜ ଜିଲାର ବଡ଼ସାହିସ୍ଥିତ ବିବେକାନନ୍ଦ ବିହାର ଠାରେ ଏହି…
Read More...

ସୋଲେମାନୀଙ୍କ ପାଇଁ ଇରାକରେ ତିନିଦିନିଆ ରାଷ୍ଟ୍ରୀୟ ଶୋକ

ବାଗଦାଦ : ଆମେରିକାର ବିମାନ ଆକ୍ରମଣରେ ନିହତ ଇରାନ୍‍ର ସାମରିକ କମାଣ୍ଡର କାସିମ୍‍ ସୋଲେମାନୀଙ୍କ ପାଇଁ ଇରାକ୍‍ ରାଷ୍ଟ୍ରପତି ଆଦିଲ୍‍ ଅବଦୁଲ୍‍ ମେହେଦି ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ଆକ୍ରମଣରେ…
Read More...

ପୋତି ହୋଇଯାଉଛି ବୁଢ଼ାବଳଙ୍ଗ ନଦୀ ଶଯ୍ୟା : ବଦଳୁଛି ଗତିପଥ, ୫ଖଣ୍ଡ ଗ୍ରାମ ପ୍ରତି ବିପଦ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତର ୫ଖଣ୍ଡ ଗ୍ରାମ ବର୍ତ୍ତମାନ ବିପଦରେ। ସମସ୍ତ ଗ୍ରାମ ବୁଢ଼ାବଳଙ୍ଗ ନଦୀ ସଂଲଗ୍ନରେ ଅବସ୍ଥିତ। ନଦୀର ଗତିପଥ ପରିବର୍ତ୍ତନ ସୂଚନା ଏହି ସମ୍ଭାବ୍ୟ ବିପଦର କାରଣ।…
Read More...

ସିଏଏକୁ ସମର୍ଥନ ଜଣାଇ ଚିକାଗୋରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ରାଲି

ଚିକାଗୋ : ଆମେରିକାର ଚିକାଗୋରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ସିଏଏକୁ ସମର୍ଥନ ଜଣାଇ ରାଲି କରିଛନ୍ତି। ୩୦୦ରୁ ଊର୍ଦ୍ଧ୍ବ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଶନିବାର ପ୍ରବଳ ଶୀତକୁ ଖାତିର ନ କରି ନିକଟରେ ପ୍ରଣୀତ…
Read More...

ପୋଇପାଣିରେ ନିଶା ହଟାଅ – ଗାଁ ବଞ୍ଚାଅ ଅଭିଯାନରେ ଗାଁ କମ୍ପିଲା

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମରେ ସହସ୍ରାଧିକ ମହିଳା ନିଶା ହଟାଅ - ଗାଁ ବଞ୍ଚାଅ ଅଭିଯାନରେ ଗ୍ରାମର ୮ଟି ସାହିରେ ମଦ ପ୍ରସ୍ତୁତି ବନ୍ଦ କରିବା, ମଦୁଆଙ୍କୁ…
Read More...

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ୍‍

ଗୁଆହାଟୀ : ଶେଷରେ ବର୍ଷା ଯୋଗୁଁ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦କୁ ବାତିଲ୍‍ କରିଦିଆଯାଇଛି। ପିଚ୍ ଏବଂ ଆଉଟ୍ ଫିଲ୍ଡ ମ୍ୟାଚ ଉପଯୋଗୀ ନ ହେବାରୁ ମ୍ୟାଚ ବାତିଲ କରି ଦିଆଯାଇଛି । ପିଚ୍ ଏବଂ ଆଉଟ୍ ଫିଲ୍ଡ ଶୁଖାଇବା ପାଇଁ…
Read More...

କନିଅର ମଞ୍ଜି ଖାଇ ଆଦିବାସୀ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖୁଦପୁଟୁଳି ଗ୍ରାମର ଦୁର୍ଯ୍ୟୋଧନ ମୁଣ୍ଡାଙ୍କ ପତ୍ନୀ ସମ୍ଭାରୀ ମୁଣ୍ଡା(୫୫) କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସମ୍ଭାରୀଙ୍କର ଉଚ୍ଚ…
Read More...

ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଛତିଆ ଗ୍ରାମରେ ନିଜ ମାମୁଁ ଘରେ ମାଆଙ୍କ ସହ ରହୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ…
Read More...

ଆଇ.ଆର.ବି ଯବାନଙ୍କ ଅକାଳ ବିୟୋଗ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ସରାଶପଶି ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର କୀର୍ତନ ନାୟକଙ୍କ ପୁଅ ତଥା ଜିଲ୍ଲା ବାହାରେ ଆଇ.ଆର.ବି ଯବାନ ଭାବେ କାର୍ଯ୍ୟରତ ଅକ୍ଷୟ କୁମାର ନାୟକ(୩୪)ଙ୍କର ଗତକାଲି ଅକାଳ ବିୟୋଗ…
Read More...